ପୂର୍ବତନ ଶିକ୍ଷାମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଟିଏମ୍ସି କାର୍ଯ୍ୟାଳୟ ଭିତରୁ ଆଶିଷ ବାନାର୍ଜୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ବୀରଭୂମି ଜିଲ୍ଲାର ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସୂଚନା ପାଇବା ପରେ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। କ୍ରମାଗତ ୨୫ ବର୍ଷ ଧରି ବିଧାୟକ ରହିଥିଲେ ଆଶିଷ ବାନାର୍ଜୀ। Post navigation Heavy Rain Alert in Odisha: ଲଘୁଚାପ କ୍ଷେତ୍ର: ନଗର ପ୍ରଶାସନକୁ ଉଚ୍ଚସ୍ତରୀୟ ସତର୍କତା ଓ ତ୍ୱରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ