ପାନ ମସଲା ବିଜ୍ଞାପନ କରିବା କରିବା ବଢ଼ିଲା ୩ ବଲିଉଡ୍ ଅଭିନେତାଙ୍କ ଅଡୁଆ । ପାନ ମସଲା ଏବଂ ତମାଖୁ କମ୍ପାନୀର ବିଜ୍ଞାପନ କରିବା ମାମଲାରେ ବଲିଉଡ଼ର ତିନି ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ୧୫ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିବା ସହ ସୋସିଆଲ ମିଡିଆରୁ ପାନ ମସଲା ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । Post navigation Ashish Banerjee Died: ପଶ୍ଚିମବଙ୍ଗରେ ଟିଏମସି ନେତା ତଥା ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ Bangladesh PM to Visit India: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ