ତାଜା ଖବର ମନୋରଞ୍ଜନ Vimal Elaichi Advertising Row: ପାନ ମସଲା ବିଜ୍ଞାପନ ମାମଲା: ଅଜୟ ଦେବଗନ, ଶାହରୁଖ ଖାନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍ August 16, 2026 Papirani ପାନ ମସଲା ବିଜ୍ଞାପନ କରିବା କରିବା ବଢ଼ିଲା ୩ ବଲିଉଡ୍ ଅଭିନେତାଙ୍କ ଅଡୁଆ । ପାନ ମସଲା ଏବଂ ତମାଖୁ କମ୍ପାନୀର ବିଜ୍ଞାପନ କରିବା ମାମଲାରେ ବଲିଉଡ଼ର ତିନି ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ…