Tag: death

ବିଜେପି କର୍ମୀଙ୍କ ମୃତ୍ୟୁ: ଟ୍ରକ ଡ୍ରାଇଭର ବିରୁଦ୍ଧରେ ହତ୍ୟା ମାମଲା ରୁଜ୍ଜୁ

ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ହାଇୱା ଧକ୍କାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟଣାରେ ଏସ୍‌ପି ମୁକେଶ କୁମାର ଭାମୁଙ୍କ ପ୍ରତିକ୍ରିୟା । ହାଇୱା ଡ୍ରାଇଭର…

୫ ମାସ ମଧ୍ୟରେ ଓଡିଶାରେ ହୋଇଛି ୪୦ ହାତୀଙ୍କ ମୃତ୍ୟୁ

୫ ମାସ ମଧ୍ୟରେ ଓଡିଶାରେ ମଲେଣି ୪୦ ହାତୀ । ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ, ପରିବେଶ ମନ୍ତ୍ରୀ କହିଛନ୍ତି ୫ ମାସରେ ୪୦…

ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ମୃତ; ସ୍ପଷ୍ଟ କଲା ଇସ୍ରାଏଲ ସେନା

ଇସ୍ରାଏଲ ଶୁକ୍ରବାର ଦିନ ଲେବନାନର ରାଜଧାନୀ ବେରୁତରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।ଏହି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ପକ୍ଷରୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି…

ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ

ଜମ୍ମୁ ଓ କାଶ୍ମୀର ବାରମୂଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ସକାଳେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ମଧ୍ୟରେ ମିଳିତ ଅପରେସନରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଯବାନ…

ବିଦ୍ୟୁତ ଆଘାତରେ ହାତୀ ମୃତ

ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୋମବାର…

ଚିକିଟି ମଦମୃତ୍ୟୁ ମାମଲା; ଅପମିଶ୍ରଣ ବା ବିଷକ୍ରିୟାରୁ ହୋଇଛି ମୃତ୍ୟୁ !

ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦମୃତ୍ୟୁକୁ ନେଇ ଏମ୍‌କେସିଜି ଅଧୀକ୍ଷକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ କାରଣ ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ଲାଗୁଛି । ଅପମିଶ୍ରଣ ବା…

ଚିକିଟି ମଦ ମୃତ୍ୟୁ ମାମଲା, ମୃତ୍ୟୁ ସଂଖ୍ୟା ୩ରେ ପହଂଚିଲା

ଚିକିଟି ବିଷାକ୍ତ ମଦ ପିଇ ଏକାଧିକ ଲୋକ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଲକ୍ଷ୍ମଣ…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର

ବନ୍ଦ ଘରୁ ନାବାଳିକାର ମୃତଦେହ ଉଦ୍ଧାର ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକର ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ…

ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ…