Tag: Asish Banerjee

Ashish Banerjee Died: ପଶ୍ଚିମବଙ୍ଗରେ ଟିଏମସି ନେତା ତଥା ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ

ପୂର୍ବତନ ଶିକ୍ଷାମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଟିଏମ୍‌ସି କାର୍ଯ୍ୟାଳୟ ଭିତରୁ ଆଶିଷ ବାନାର୍ଜୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ବୀରଭୂମି ଜିଲ୍ଲାର ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ…