ସମିତି ପାଣ୍ଠିରୁ ପ୍ରାୟ ୨୧.୨୮ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଦିନ ବାଙ୍କୀ PACS ଅଧୀନରେ ଥିବା ଆନନ୍ଦପୁର ସର୍ଭିସ କୋ-ଅପରେଟିଭ ସୋସାଇଟି (SCS)ର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକଙ୍କୁ ଗିରଫ କରିଛି। ଗିରଫ ପରେ ମଙ୍ଗଳବାର ଦିନ ତାଙ୍କୁ କଟକ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

 

 

Leave a Reply

Your email address will not be published. Required fields are marked *