ବ୍ରହ୍ମପୁରରେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ନିମଖଣ୍ଡି ଥାନା ଶ୍ରୀକ୍ଷେତ୍ର ବିହାରରେ ନକଲି ବିଦେଶୀ ମଦ କାରଖାନା ଠାବ କଲା ପୋଲିସ। କାରଖାନାରେ ସ୍ପିରିଟ୍ ସହ ମଦ ତିଆରିରେ ବ୍ୟବହୃତ ଅନ୍ୟ ସରଞ୍ଜାମ ଓ ସାମଗ୍ରୀ ଜବତ ହୋଇଥିବା ସୂଚନା । ଏଥିରେ ସଂପୂର୍କ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ; ଗାଡ଼ି ଯାଞ୍ଚ ବେଳେ ନକଲି ମଦ ଧରିଥିଲା ଗୋଷାଣୀ ନୂଆଗାଁ ପୋଲିସ । ଜବତ ନକଲି ବିଦେଶୀ ମଦର ଲିଙ୍କ୍‌ ଖୋଜୁ ଖୋଜୁ ମିଳିଲା କାରଖାନା ।

Leave a Reply

Your email address will not be published. Required fields are marked *