ଯାଜପୁରର ବଲେ ବଲେ ଢାବା ସିଲ ଘଟଣା ଏବେ ଚର୍ଚ୍ଚାରେ ଅଛି। ଏହି ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ଏଲିନା ଲିଜରେ ଓ ବିନା କାଗଜପତ୍ରରେ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା । ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଏଲିନା।ପିଟିସନ ଦାଏର ପରେ ପ୍ରତିକ୍ରିୟା ରଖିଛନ୍ତିଏଲିନାଙ୍କ ଓକିଲ। ଢାବା ସହ ଏଲିନା କିମ୍ବା ପରିବାର ଲୋକଙ୍କ କୌଣସି ସମ୍ପର୍କ ନାହିଁ। ମିଥ୍ୟା ଖବର ପ୍ରଚାର ଦ୍ୱାରା ଏଲିନାଙ୍କ ସମ୍ମାନ ହାନି ହୋଇଛି। ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ୍ ଦାଖଲ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *