ଦିଲ୍ଲୀରେ ସପ୍ତାହକୁ ଦୁଇଦିନିଆ ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ । ସରକାରୀ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌ ଘୋଷଣା । ୱାର୍କ ଫ୍ରମ୍‌ ହୋମ୍‌ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ସେହିପରି ସରକାରୀ ଯାନବାହାନ ବ୍ୟବହାର ହ୍ରାସ କରାଯାଇଛି, ଯେତେବେଳେ ଅଧିକାରୀଙ୍କ ପାଇଁ ପେଟ୍ରୋଲ ଆବଣ୍ଟନ ୨୦ ପ୍ରତିଶତ ହ୍ରାସ କରାଯାଇଛି।

ଏହା ସହ ଦିଲ୍ଲୀ ସରକାରର କୌଣସି ମନ୍ତ୍ରୀ ଆସନ୍ତା ବର୍ଷେ ପାଇଁ ବିଦେଶ ଯିବେନି । ଦିଲ୍ଲୀ ସରକାରର ୫୦ ପ୍ରତିଶତ ବୈଠକ ଭିସିରେ ହେବ ।

 

Leave a Reply

Your email address will not be published. Required fields are marked *