CUET (UG) ୨୦୨୬ ଉଭୟ ସିଫ୍ଟ ପରୀକ୍ଷା ସ୍ଥଗିତ । ବକ୍ରି ଇଦ୍ ଛୁଟି ତାରିଖ ପରିବର୍ତ୍ତନକୁ ନେଇ ପରୀକ୍ଷା ସ୍ଥଗିତ । ଆସନ୍ତା ୨୮ ତାରିଖରେ ଇଦ୍-ଉଲ୍-ଜୁହା (ବକ୍ରି ଇଦ୍) ଛୁଟି ପାଇଁ ସ୍ଥଗିତ ରହିଲା ପରୀକ୍ଷା। CUET (UG) ୨୦୨୬ ଉଭୟ ସିଫ୍ଟ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏ ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ସଂଶୋଧିତ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । Post navigation CM Majhi Visits Industrial Units In Khordha: ଖୋର୍ଦ୍ଧାରେ ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ବ୍ଲୁ-ପ୍ରିଣ୍ଟ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ