ଭୁବନେଶ୍ୱର; କିଛିଦିନ ତଳେ କରୋନା ଟିକା କୋଭିସିଲ୍‌ଡ ଚର୍ଚ୍ଚା ଜୋର ଧରିଛି । ଏହା ବିରୁଦ୍ଧରେ କେଉଁଠି ଅଦାଲତରେ ମାମଲା ମଧ୍ୟ ରୁଜୁ ହେଲାଣି । ହେଲେ ବର୍ତ୍ତମାନ ଏହାକୁ ନେଇ ବଡ ବୟାନ ଦେଇଛନ୍ତି । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।କୋଭିସିଲ୍‌ଡର କୌଣସି ପାର୍ଶ୍ୱପତିକ୍ରିୟା ନାହିଁ । ଟୀକା ନେବାର ୨୦ ଦିନ ଭିତରେ ଏହାର ପାର୍ଶ୍ୱପତିକ୍ରିୟାଦେଖାଯାଏ । ରାଜ୍ୟରେ ୟେ ଯାଏ ୟେ ଭଳି ମାମଲା ଆସିନାହିଁ।ଟୀକା ନେବାର ୨୦ / ୨୫ ଦିନ ଭିତରେ ଏହାର ପତିକ୍ରିୟା ଦେଖାଯାଏ ହେଲେ ରାଜ୍ୟରେ ଏଭଳି ମାମଲା ଆସିନାହିଁ ଏହା ଭିତରେ ଟୀକା ନେବାର ୩ ବର୍ଷ ବିତି ଯାଇଛି । ବର୍ତ୍ତମାନ ଏହାର ଅବଧି ସରି ଯାଇଛି । ଏଣୁ ଏଥି ପାଇଁ ଡରିବାର କିଛି ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

By SonaliP

Leave a Reply

Your email address will not be published. Required fields are marked *