Category: ରାଜ୍ୟ

ଆମ୍ବ ଟାକୁଆ ଜନିତ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ RDC ସ୍ତରୀୟ ତଦନ୍ତ ନିର୍ଦେଶ

ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ମାମଲାର ରାଜସ୍ୱ ଡିଭିଜନାଲ କମିଶନର (ଆରଡିସି) ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୩୦ରେ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ…

ଜାତୀୟ ଉତ୍ସବ ଭାବେ ପାଳିତ ହେବ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ

କେନ୍ଦ୍ର ସରକାର ଉତ୍କଳ କେଶରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏହିପରି ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଜାତୀୟ…

ମେଘନାଦ ପାଚେରୀରୁ ପାଣି ଗଳିବା ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: ବିଜେଡି 

ମେଘନାଦ ପାଚେରୀରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି । ଗୋଟେ ଦଳ ଅନ୍ୟ ଦଳ ଉପରେ ମେଘନାଦ ପାଚେରୀରେ ଫାଟକୁ ନେଇ ଦୋଷ ଲଦିବାର ସୁଯୋଗ ଛାଡୁନାହାନ୍ତି ।…

ବିଜେଡି ଉପରେ ସାଙ୍ଘାତିକ ପ୍ରଶ୍ନ ଆଣିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ

ପୁରୀ ମନ୍ଦିରର ଚାରିପାଖରେ ଥିବା ସୀମା ପ୍ରାଚୀର ମେଘନାଦ ପାଚେରୀରେ ଅନେକ ଫାଟ ଦେଖାଯାଇଛି, ଯେଉଁଥିପାଇଁ ଶାସକ ଦଳ ପୂର୍ବ ବିଜୁ ଜନତା ଦଳ ସରକାରଙ୍କୁ ସମାଲୋଚନା କରିଛି | ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ମଙ୍ଗଳବାର ଦିନ ସୋସିଆଲ ମିଡିଆରେ…

ଭଦ୍ରକ ରେ ନନ୍ଦନକାନନ ଏକ୍ସପ୍ରେସ କୁ ଗୁଳିମାଡ଼

ମଙ୍ଗଳବାର ଦିନ ନନ୍ଦନକାନନ ଏକ୍ସପ୍ରେସ୍ ଟ୍ରେନ୍ କୁ ଗୁଳିକାଣ୍ଡ ଅଭିଯୋଗ ଆସିବା ପରେ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୯:୪୫ ସମୟରେ ଘଟିଥିଲା। ଖୋର୍ଧା ରୋଡ୍ କୋଚିଂ କଣ୍ଟ୍ରୋଲ୍ ଏହି…

ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣଚନ୍ଦ୍ର ମାଝୀ ଙ୍କ ଦେହାନ୍ତ

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ। ୨୦୦୮ରେ, ଜଣେ ଅଭିଜ୍ଞ କଂଗ୍ରେସ ନେତା ମାଝୀ ପିତା ଅନନ୍ତ…

ଇସ୍କନ କୁ ପୁରୀ ଗଜପତି ମହାରାଜ ଙ୍କ ଚେତାବନୀ

ଇସ୍କନ ର ପରମ୍ପରା ବିରୋଧୀ କାର୍ଯ୍ଯ କୁ ବିରୋଧ କରିଛନ୍ତି ପୁରୀ ଗଜପତି ମହାରାଜ | ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଗଜପତି ମହାରାଜ ଇସ୍କନର ଆଦିନିଆ ରଥ ଯାତ୍ରା ଏବଂ ସ୍ନାନ ଯାତ୍ରା ଉପରେ ନିଜର ଚିନ୍ତା ବ୍ଯକ୍ତ କରିଥିଲେ।…

ଦାଦନ ସର୍ଦ୍ଦାରଙ୍କୁ ନେଇ ଚିନ୍ତାରେ ଶ୍ରମ ବିଭାଗ

ବଲାଙ୍ଗିର ଜିଲ୍ଲା ବେଲପଡା଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦାଦନ ଶ୍ରମିକ ଚାଲାଣ ହଟେଇ ଦେବି ବୋଲି ତାଙ୍କ ବକ୍ତବ୍ୟରେ କହିଲା ପରଠାରୁ ଶ୍ରମ ବିଭାଗ ଓ ମଣିଷ ବେପାରୀ ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ମୁଣ୍ଡ ବିନ୍ଧା ବଢ଼ି ଯାଇଛି । ମଣିଷ…

ମୋହନ ସରକାର ଚାହାନ୍ତି ନାହିଁ କି ଝୋଟ ବ୍ୟାଗ୍ ଦୁର୍ନୀତିରୁ ପରଦା ହଟୁ ?

ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ…

ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନୂଆ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର…