Category: ରାଜ୍ୟ

Akshaya Tritiya 2026: ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆସିଲା ଆଜ୍ଞାମାଳ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ପବିତ୍ର କାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରୀମନ୍ଦିରୁ ଆଜ୍ଞାମାଳ ବିଜେ କରିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

CM Kisan Assistance: ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ସହାୟତା । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଲା ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ୪୧.୬୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ…

T-Bridge in Bhubaneswar: ଭୁବନେଶ୍ୱରରେ ହେବ ଟି-ବ୍ରିଜ୍

ଭୁବନେଶ୍ୱରରେ ହେବ ଟି-ବ୍ରିଜ୍ । ଜୟଦେବ ବିହାର-ଏକ୍ରାମ କାକନ ପାର୍କ, ସିଆରପି ଛକକୁ ସଂଯୋଗ କରୁଥିବା ରାସ୍ତାକୁ ମିଳିବ ନୂଆ ଲୁକ୍ । ସହରାଞ୍ଚଳ ଗତିଶୀଳତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସ୍ୱରୂପ, ଓଡ଼ିଶା ସରକାର ଭୁବନେଶ୍ୱରର ଜୟଦେବ…

Odisha Voter List Verification: ବାଦ୍ ପଡ଼ିଥିବା ୯.୮ ଲକ୍ଷ ଭୋଟରଙ୍କ ପୁନଃ ଯାଞ୍ଚ ନିର୍ଦ୍ଦେଶ

ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ନିର୍ଦ୍ଦେଶ । ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ ।ଜୀବିତ ଏବଂ ସ୍ଥାନୀୟ ଭୋଟରଙ୍କ ନାମ ଭୁଲବଶତଃ କାଟି ଦିଆଯାଇଥିବା ନେଇ ଅନେକ ଅଭିଯୋଗ ଆସିବା ପରେ…

Sijimali hill tensions: ସିଜିମାଲି ଅଶାନ୍ତି ଉପରେ କେନ୍ଦ୍ରର ହସ୍ତକ୍ଷେପ ପାଇଁ ଅନୁରୋଧ କଲେ ସାଂସଦ ମାଳବିକା ଦେବୀ

କଳାହାଣ୍ଡି ସାଂସଦ ମାଳବିକା ଦେବୀ ସିଜିମାଳି ଅଞ୍ଚଳରେ ଦେଖାଦେଇଥିବା ଅଶାନ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ସେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ…

Akshaya Tritiya: ଆଜି ପବିତ୍ର ଅକ୍ଷୟ ତୃତୀୟା; ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଆମେ ପବିତ୍ର ଅକ୍ଷୟ ତୃତୀୟା ରୂପେ ପାଳନ କରିଥାଉ। ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ। ଆଜିର ଏହି ପବିତ୍ର ଦିନରେ ଅଖିମୁଠି…

Women Reservation Bill: ବିରୋଧୀଦଳଗୁଡ଼ିକ ମିଳିମିଶି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି: ମୋହନ ଚରଣ ମାଝୀ

ଗତ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର ୧୩୧…

Woman Accuses Khandapada SDPO: ଖଣ୍ଡପଡା ଏସଡିପିଓଙ୍କ ନାଁରେ ଯୌନଶୋଷଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ପୁଣି ବିବାଦରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ।ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜନୈକ ମହିଳା ଖଣ୍ଡପଡା ଏସଡିପିଓଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଛନ୍ତି । ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦେଇସାରିଥିଲେ ମଧ୍ୟ ଏଯାଏଁ ପୀଡିତାଙ୍କୁ…

Nari Shakti Vandan: ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ 

ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସଂସଦରେ ବିଲ୍‌ କାଟ ଖାଇବା ପରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିରୋଧୀ ଦଳମାନଙ୍କୁ ନିଶାନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

School Holiday: ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ୨୩ ଯାଏଁ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି

ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅସହ୍ୟ ଖରାକୁ ଦେଖି କାଲିଠାରୁ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲାପାଳ…