Category: ରାଜ୍ୟ

ଭୁବନେଶ୍ୱର ଉପକଣ୍ଠରେ ମେ ୬ ରେ ଖୋଲିବ ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ

ରାଜ୍ୟବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ। ଆଉ ଦୁଇଦିନ ପରେ ଅର୍ଥାତ୍ ମଇ ୬ ତାରିଖରେ ଭୁବନେଶ୍ୱର ଉପକଣ୍ଠରେ ଖୋଲିବାକୁ ଯାଉଛି ମନୋରଞ୍ଜନ ପାର୍କ। ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଏଠାରେ ବ୍ୟବସ୍ଥା ରହିଛି। ଏହି ପାର୍କରେ…

ଓଡ଼ିଶାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ । ଏବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର। ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଗଣ…

ଟିକେଟ୍ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଥିବା ସୂଚନା ରହିଛି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି । ଦଳ ଫଣ୍ଡିଂ ନ ଦେବାରୁ…

ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ନବୀନ

ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋରାପୁଟ ଗସ୍ତ ସହ ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ମଧ୍ୟ ପ୍ରଚାର କରିବେ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା…

ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ । କିଛିଦିନ ତଳେ ବିଜେପିରୁ ଘଷିପୁରା ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ…

ବୈଜୟନ୍ତଙ୍କ ଆଖିରେ ଅସ୍ତ୍ରୋପଚାର

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କ ଆଖିରେ ଅସ୍ତ୍ରୋପଚାର ହୋଇଛି। ଏହି କାରଣରୁ ସେ କିଛି ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ବୋଲି ସୂଚନା ମିଳିଛି। ତାଙ୍କ ଆଖିରୋଗ ଅତ୍ୟନ୍ତ ଜଟିଳ…

ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂଆ ଲଘୁ ଦାୟିତ୍ୱ

ଭୁବନେଶ୍ୱର ; ସରକାରୀ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ଚାପ ପକାଇବା ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ…

ନାମାଙ୍କନ ଭରିଲେ ପ୍ରିୟଦର୍ଶୀ ମିଶ୍ର

ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ସେ ଆଜି ଭୁବନେଶ୍ୱର ଉତ୍ତର ଆସନ ଲାଗି ପ୍ରାଥୀପତ୍ର ଦାଖଲ କରିଛନ୍ତି । ସେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ନନ୍ଦନକାନନ ଛକରୁ ଶତାଧିକ କର୍ମୀଙ୍କ ସହ ବିଶାଳ…

ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କଲେ ରାହୁଲ ଗାନ୍ଧୀ

ନାମାଙ୍କନ ଦାଖଲ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ବାତିଲ କରିଥିବା ବେଳେ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କରିଛନ୍ତି। ଏହି ସଭାରେ କର୍ମୀଙ୍କ ଉତ୍ସାହ ବଢେଇବା ସହ ଗରିବଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବାକୁ ପ୍ରତିଶ୍ରୁତି…