Category: ରାଜନୀତି

ହଜାର ହଜାର ସମର୍ଥକଙ୍କ ସହ ସମ୍ବିତ ପାତ୍ରଙ୍କ ରୋଡ ଶୋ

ପୁରୀରେ ସମ୍ବିତ ପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଯାଇଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ଶୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି…

ଏଥର ଓଡ଼ିଶା ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ହେବ ମୁଖ୍ୟ ପ୍ରସଙ୍ଗ 

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାୟ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଷ୍ଟାର ପ୍ରଚାରକ ଲିଷ୍ଟ ଘୋଷଣା କରି ସାରିଛନ୍ତି।…

ହାତ ଛାଡିଲେ ଦୁଲାଲ ପ୍ରଧାନ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ତେବେ ଦଳ ଦୁଲାଲଙ୍କ ଠାରୁ ଟିକେଟ ଫେରାଇ ନେବା ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି । ଏଆଇସିସି…

ବିରାଟ ଶୋଭାଯାତ୍ରାରେ ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ

ହଜାର ହଜାର ଶୁଭେଛୁ ଓ ସମର୍ଥକଙ୍କ ଗହଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିଜେପିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଗେଇ ଚାଲିଛନ୍ତି । ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଶାଳ ଜନସମୁଦ୍ର ବିରାଟ ଧ୍ୱନି ଓ…

ଓଡ଼ିଶାରେ ମେ ୨୫ ତାରିଖ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମେ ୨୫ ତାରିଖରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ : ଓଡ଼ିଶାର ଭାଷା ଓ ପରିଚୟ ସଙ୍କଟରେ

ଏଜେନ୍ସୀ : ନୂଆଦିଲ୍ଲୀ, ସୋନପୁର ଗସ୍ତ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯେଉଁ ଭିତ୍ତିଭୂମି ପକାଇ ଯାଇଥିଲେ ତାହା ଆଗକୁ କିଭଳି ଭୟଙ୍କର ନେବାକୁ ଯାଉଛି ନେଟୱର୍କ-୧୮ଗ୍ରୁପର ମୁଖ୍ୟ ସମ୍ପାଦକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇ…

ସମ୍ବଲପୁରରୁ ନଗେନ୍ଦ୍ର, ବାରବାଟୀ-କଟକରୁ ସୋଫିଆ

ନିର୍ଭୟ ମିଡିଆ : ଭୁବନେଶ୍ୱର, କଂଗ୍ରେସ ପକ୍ଷରୁ ଦୁଇ ଲୋକସଭା ଆସନ ସହ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ରବିବାର । ସମ୍ବଲପୁର ପାଇଁ ଲୋକସଭା ପ୍ରାର୍ଥୀ ବଦଳା ଯାଇଥିଲାବେଳେ ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନ…

ଆସୁ ଆସୁ ଧୋଇଲେ ବିପ୍ଲବ : ନବୀନଙ୍କୁ ପ୍ରଶ୍ନ କଲେ କାହିଁକି ପାଣ୍ଡିଆନଙ୍କୁ ଆବିଷ୍କାର କଲ?

ନିର୍ଭୟ ମିଡିଆ : ବ୍ରହ୍ମପୁର, ଟି-୨୦ କ୍ରିକେଟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କଦବା କ୍ୱଚିତ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମ ଥର ଓଡ଼ିଶା ମଇଦାନକୁ ଓହ୍ଲାଇଥିବା ଜଣେ ନେତା ଏମିତି ବ୍ୟାଟିଂ କରିବେ ତାହା ଓଡ଼ିଶାବାସୀ କେବେ ବି କଳ୍ପନା…

ବୁଲୁଙ୍କୁ ବଦନାମ ପାଇଁ ଲୁଲୁଙ୍କ ଷଡଯନ୍ତ୍ର !

ନିର୍ଭୟ ମିଡିଆ : ନିଶ୍ଚିନ୍ତକୋଇଲି, କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଗତ ବୁଧବାର ଏକ ବଡ଼ଧରଣର ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଭାଜପାର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଏକ ବାଇକ ରାଲିର ଆୟୋଜନ ହୋଇଥିଲାବେଳେ ପୋଡାମରାଇ…

ଓଡ଼ିଶାର ଲୋକେ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଗଠନ କରିବେ: ନଡ୍ଡା

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ରବିବାର ଓଡ଼ିଶାର ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର ମୁଷ୍ଟିମେୟ ନେତା ଓ ଅଫିସରଙ୍କ ଦ୍ୱାରା ଦୁର୍ନୀତି ଓ ବାବୁରାଜ ଚାଲିଛି ଏବଂ…