Category: ରାଜନୀତି

ରାୟବରେଲୀରୁ ଆଜି ନାମାଙ୍କନ ଭରିବେ ରାହୁଲ ଗାନ୍ଧି; ରାୟଗଡ଼ା ଗସ୍ତ ବାତିଲ

ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ଆଜି ସେ ରାୟଗଡ଼ା ଆସିବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି…

ବରୀରୁ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ!

ନିର୍ବାଚନ ଲଢିବେ ବିଜେପି ନେତା ଦେବାଶିଷ ନାୟକ । ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସେ ସୂଚନା ଦେଇଛନ୍ତି । ଦେବାଶିଷ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ବରୀବାସୀ ମୋ…

ସୁଜାତା ପାଣ୍ଡିଆନଙ୍କ ଉପରେ ନିର୍ବାଚନ କମିଶନଙ୍କ ଛାଟ

ସରକାରୀ କାର୍ଯ୍ୟାଳୟ ଓ ନିଜ ପଦର ଅପବ୍ୟବହାର ଅଭିଯୋଗ ପରେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେ SVEEP ଦ୍ଵାରା ନିର୍ବାଚନ ପ୍ରଭାବିତ କରିବାକୁ ଚେଷ୍ଟା…

ନାମାଙ୍କନ ଦାଖଲ କଲେ ଜୁଏଲ ଓରାମ

ନାମାଙ୍କନ ଦାଖଲ କଲେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପିର ଭେଟରାନ ଆଦିବାସୀ ନେତା ଜୁଏଲ ଓରାମ । ତାଙ୍କ ସହ ଦଳର ବିଧାନସଭା ପ୍ରାର୍ଥୀ ସୁନ୍ଦରଗଡ଼ର କୁସୁମ ଟେଟେ, ତଳସରାର ଭବାନୀ ଭୋଇ ଓ ରାଜଗାଙ୍ଗପୁରର ନରସିଂହ ମିଞ୍ଜ ପ୍ରାର୍ଥୀପତ୍ର…

ସୁଜାତା ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରୀୟ ବିଜେପି ଆଣିଲା ବଡ ଅଭିଯୋଗ

ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ବିଜେପି ଅଭିଯୋଗ କରିଛି ଯେ ବିଜେଡି ନିର୍ବାଚନ ଜିତିବା ପାଇଁ SVEEP ମାଧ୍ୟମରେ ଭୋଟରଙ୍କୁ…

ନିର୍ବାଚନ ଲଢ଼ିବେନି ସୌମ୍ୟରଞ୍ଜନ ପଟ୍ଟନାୟକ!

ଆଜି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ। ଗତକାଲି ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ…

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘଷିପୁରା, ଭୋଗରାଇ, ଭଣ୍ଡାରୀପୋଖରୀ, ବରୀ, ବାରବାଟୀ-କଟକ ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଘଷିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,…

ଆଶିଷ ସିଂ ବିରୋଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ରେଞ୍ଜ ଆଇଜି ପଦବୀରୁ ହଟାଇ ଦିଆଗଲା। ତଥାପି ତାଙ୍କ ଆଚରଣରେ ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ।…

ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ତାଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି ଥିଲେ । ହଜାର ହଜାର ସମର୍ଥକଙ୍କ ସହ ସେ ଉପ…

ଓଡିଶା ଆସୁଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ

ବ୍ରହ୍ମପୁର; ସାଉଥ ସିନେମା ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣ ଓଡିଶା ଆସୁଛନ୍ତି । ସେ କୌଣସି ସିନେମାର ସୁଟିଙ୍ଗ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ଆସୁନାହାନ୍ତି । ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନୀ ସଭାରେ ଯୋଗ…