Category: ରାଜନୀତି

ଆସନ୍ତା କାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ସହ ୩୫ ବିଧାନସଭାରେ ପଡିବ ଭୋଟ

ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ପଡ଼ିବ ଭୋଟ୍। ୫ ଲୋକସଭା ଆସନ ପାଇଁ ମୈଦାନରେ ୪୦ ପ୍ରାର୍ଥୀ। ୩୫ ବିଧାନସଭା ଆସନ ପାଇଁ ଦୌଡ଼ରେ ଅଛନ୍ତି ୨୬୫ ପ୍ରାର୍ଥୀ। ବରଗଡ଼, ସୁନ୍ଦରଗଡ଼,…

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ୫ ମାମଲାରୁ ୪ ପ୍ରତ୍ୟାହାର କରିବାକୁ ଦାଖଲ ହୋଇଛି ସତ୍ୟପାଠ

ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନିରେ ନିଯୁକ୍ତି ନେଇ ହୋଇଥିବା ଠକେଇ ମାମଲାରେ ଆସିଛି ନୂଆ ମୋଡ଼। ଏହି ମାମଲାରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ୫ଟି ମାମଲା ରୁଜୁ ହୋଇଥିଲା।…

ବିଜେଡି ଛାଡିଲେ ସମୀର

ନିମାପଡ଼ାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଯାହା ଅନୁମାନ କରାଯାଉଥିଲା ଆଜି ସେଇଆ ହେଲା ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…

ସମସ୍ତଙ୍କ ଘରୁ ବିଜୁଳି ମିଟର ଖୋଲି ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଗୋଲକ ମହାପାତ୍ର

ଭୁବନେଶ୍ୱର : ମାଗଣା ବିଜୁଳି ପ୍ରସଙ୍ଗରେ ଜୋର ଧରିଲା ରାଜନୀତି । ବିଜୁ ଜନତା ଦଳ ମାଗଣା ବିଜୁଳି ନେଇ ଗ୍ୟାରେଣ୍ଟି ଦେବା ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ନିର୍ବାଚନ ଆସିଲେ ମିଛ ପ୍ରତିଶୃତି…

ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଷୋମବାର ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ…

ପଦ୍ମ ଧରିଲେ ସୁରେନ୍ଦ୍ର ସେଠୀ

ରାଜ୍ୟରେ ବଢୁଛି ବିଜେପିର ବଳ। ଆଜି ବିଜେପିରେ ମିଶିଛନ୍ତି କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ନିକଟରେ ଟିକେଟ୍ ନ ପାଇ ବିଜେଡି ଛାଡ଼ିଥିଲେ ସୁରେନ୍ଦ୍ର। କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ମଧ୍ୟ ତାଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।ଅସ୍ତରଙ୍ଗ…

ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ

ଭୁବନେଶ୍ୱର : ଓଡ଼ିଶାର ଲୋକ ଏଥର ଭ୍ରଷ୍ଟାଚାର, ଦୁନୀତିଗସ୍ତ ଶାସନର ସମାପ୍ତ କରି ବିଜେପିର ସରକାର ଗଠନ କରିବେ । ଦେଶର ୧୪୦କୋଟି ଲୋକ ଓ ଓଡ଼ିଶାରେ ସାଢ଼େ ୪କୋଟି ଜନତା “ଦେଶରେ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଆସନରେ…

ବିଜେଡିର ହାତବାରିସ ସାଜିଛନ୍ତି ନିର୍ଦ୍ଦିଷ୍ଟ ପୋଲିସ ଓ ସରକାରୀ କର୍ମଚାରୀ : ଗୋଲକ ମହାପାତ୍ର

ଭୁବନେଶ୍ୱର : ପୋଲିସର ଅପରଗତା କାରଣରୁ ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ବିଜେଡି ନିର୍ବାଚନ ହାରିବା ଭୟରେ ହତାଶ ହୋଇ ସରକାରୀ ଦଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ…

ନବୀନ ବାବୁ ଭଡାଟିଆଙ୍କୁ ନେତା କରୁଛନ୍ତି!

ଭୁବନେଶ୍ବର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ୯୦% ସିଟ୍‌ ଜିତିବ କହିଥିବା ବ୍ୟକ୍ତିଙ୍କୁ ‘ବାହାପିଆ’ କହି ଟାର୍ଗେଟ୍‌ କଲେ। ‘ଆମେ ଜିତିଲେ ମୋଦି ହେବେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରଧାନମନ୍ତ୍ରୀ କିଏ’ ବୋଲି ମଧ୍ୟ ପ୍ରଶ୍ନ…

ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା

ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ…