Category: ରାଜନୀତି

ନିଜ ମାଟିର ପୁଅ ଓଡ଼ିଶା ନେତା ହୁଅନ୍ତୁ:ଜୟଶଙ୍କର

ଓଡ଼ିଆ ଅସ୍ମିତା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଜି ଓଡ଼ିଶା ଗସ୍ତରେ ଆସି ଏହି ପ୍ରସଙ୍ଗରେ ଏସ୍‌. ଜୟଶଙ୍କରଙ୍କ ବଡ ବୟାନ ଦେଇଛନ୍ତି। ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୂର, କ’ଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା…

ମୋଦୀଙ୍କ ନେତୃତ୍ୱରେ ଭାରତର କୁଟନୈତିକ ଶକ୍ତି ଦୃଢ଼ ହେଉଛି: ଜୟଶଙ୍କର

ଆଜି ଓଡ଼ିଶା ଗସ୍ତରେ ଆସି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭୁବନେଶ୍ୱରରେ ରଜ୍ୟର ଅଗ୍ରଣୀ ଖବରକାଗଜ, ଟିଭି ଚ୍ୟାନେଲ ଏବଂ ୱେବ୍ ମିଡିଆର ସମ୍ପାଦକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଏଡିଟର୍ସ ମିଟ୍‌ ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରବୀନ୍ଦ୍ର ପାଟଯୋଶୀ

ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ରବୀନ୍ଦ୍ର କୁମାର ପାଟଯୋଶୀ। । ୨୦୧୪ରେ ବିଜେପି ବିଧାୟକ ପ୍ରାର୍ଥୀ ଥିଲେ ରବୀନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ। ତାଙ୍କ…

ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ତିନି ପ୍ରମୁଖ ଦଳ ସେମାନଙ୍କ ରଣନୀତି ସେତିକି ଶାଣିତ କରୁଛନ୍ତି। ବିଜେଡି ବିଜେପି ପରେ ଆଜି ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ। ତାଲିକାରେ କଂଗ୍ରେସ ଅଧ୍ୟକ୍ଷ…

ମେ ୧୦, ୧୧ ରେ ମୋଦିଙ୍କର ଭୁବନେଶ୍ୱର ଓ ବଲାଙ୍ଗୀର କାର୍ଯ୍ୟକ୍ରମ

ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାରାଥନ୍ ଗସ୍ତ କରି ଭୋଟ୍ ମାଗିବା ପାଇଁ କରିବେ ସମାବେଶ, ଏବଂ ରୋଡ୍ ସୋ । ଆସନ୍ତା ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ରୋଡ୍…

ସତ୍ୟପାଠରେ ମିଛ କହିଛନ୍ତି ବିଜେଡି ପ୍ରାର୍ଥୀ ସାରଦା ନାୟକ!

ଅଡୁଆରେ ପଡ଼ିପାରନ୍ତି ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ। ସାରଦାଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ସେ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ସାରଦାଙ୍କ ନାମରେ ଥିବା ଦୁଇଟି ଫୌଜଦାରୀ ମାମଲା…

ପ୍ରାର୍ଥୀ ପରିବର୍ତ୍ତନ ହେବ ଜାଣି ଟିକେଟ ଫେରାଇଲେ ସୁଚରିତା: ଅଜୟ କୁମାର

ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ନେଇ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଦେଲେ ବଡ଼ ବୟାନ।ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ ଫେରାଇଲେ ବୋଲି କହିଲେ ଅଜୟ କୁମାର। ‘ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ…

ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ

କୋରାପୁଟରେ ଆଜି ମାରାଥନ୍ ପ୍ରଚାର ସମୟରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ମିଛ…

କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ

କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପି ଟିକେଟ୍ ନଦେବାରୁ ଏବେ କଂଗ୍ରେସରେ ଯୋଗ ଦେବଲେ ଦେବାଶିଷ ନାୟକ । ଟିକେଟ୍ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ଦେବାଶିଷ କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିଜେପି ନିରାଶ…

ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…