ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ନେଇ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଦେଲେ ବଡ଼ ବୟାନ।ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ ଫେରାଇଲେ ବୋଲି କହିଲେ ଅଜୟ କୁମାର। ‘ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ ଜାଣିପାରି ଟିକେ ଫେରାଇଲେ,‘ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ।

ସୂଚନା ଯୋଗ୍ୟ ଯେ, ଆଜି ଦଳ ପ୍ରଚାର ପାଇଁ ଫଣ୍ଡିଂ ନକରିବାରୁ ସୁଚରିତା ମହାନ୍ତି ଟିକେଟ ଫେରିଥିବା କଥା କହିଥିଲେ। ଏହାସହ ପୁରୀରେ ୭ ଟି ଯାକ ବିଧାନସଭା ପାଇଁ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ପୁରୀରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ବାକି ରହିଲା।

By Nirvay

Leave a Reply

Your email address will not be published. Required fields are marked *