Tag: Ajay Kumar

ପ୍ରାର୍ଥୀ ପରିବର୍ତ୍ତନ ହେବ ଜାଣି ଟିକେଟ ଫେରାଇଲେ ସୁଚରିତା: ଅଜୟ କୁମାର

ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ନେଇ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଦେଲେ ବଡ଼ ବୟାନ।ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ ଫେରାଇଲେ ବୋଲି କହିଲେ ଅଜୟ କୁମାର। ‘ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ…

କଂଗ୍ରେସର ନୂଆ ଫର୍ମୁଲା: ଅନଲାଇନ ଟିକେଟ ଆବେଦନ

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ କଂଗ୍ରେସର ବଡ଼ ଘୋଷଣା। କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ।…

ବିଜଦ ପୋଷ୍ଟରରୁ ବିଜୁ ଆଉଟ, ପାଣ୍ଡିଆନ ଇନ୍

ନିର୍ଭୟ ମିଡିଆ : ଭୁବନେଶ୍ୱର ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଫେବୃଆରୀରେ ଭାରତ ଜୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସର ନିର୍ବାଚନୀ ଆଭିମୁଖ୍ୟ କ’ଣ ହେବ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅଜୟ କୁମାର

ଭୁବନେଶ୍ୱର: ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ପ୍ରଭାରୀ । ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି ବୋଲି କହିଲେ ପ୍ରଭାରୀ ଅଜୟ କୁମାର । ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍‌, ଆଇପିଏସ୍ କାମ କରିବା ଉଚିତ । କିନ୍ତୁ…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର। ସେ କହିଛନ୍ତି, ବାହାର ଲୋକଙ୍କୁ ହଟାଅ, ଓଡ଼ିଆଙ୍କୁ ଆଣ। ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। ବାହାର ଲୋକ ଓଡ଼ିଶାରେ ଚାକିରି, ମାଇନିଂ…

ମିଶନ ମୋଡ଼ରେ ଓଡ଼ିଶା କଂଗ୍ରେସ; ଆସନ୍ତା ୬ରେ ଓଡ଼ିଶା ଆସିବେ ନୂଆ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୬ରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନୂଆବର୍ଷରେ ନୂଆ ପ୍ରଭାରୀଙ୍କ ସହ କଂଗ୍ରେସ କିଛି ନୂଆ କରିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ନେତା। ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ…