ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ ଅରବିନ୍ଦ ଢାଲି, ମୁକୁନ୍ଦ ସୋଡ଼ି March 3, 2024 Nirvay ଜୟଦେବ ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଗ ଦେଇଛନ୍ତି । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଅରବିନ୍ଦ ଢାଲି…
ଦେଶ ରାଜନୀତି ବିଜେପିର ୧୯୫ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ଓଡ଼ିଶାରୁ ଶୂନ March 2, 2024 Nirvay ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି, କିନ୍ତୁ ଏଥିରେ ଓଡ଼ିଶାରୁ କେହି ବି ନାହାଁନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ ପରେ ଓଡ଼ିଶାର…
ରାଜନୀତି ରାଜ୍ୟ ପଦ୍ମ ଧରିବେ ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ March 2, 2024 Nirvay ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ବିଜେଡି ନେତାଙ୍କ ବିଜେପିରେ ଯୋଗଦାନ ପ୍ରକ୍ରିୟା ଜାରି ରହିଛି । ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି ଜଣା ପଡ଼ିଛି ।…
ରାଜନୀତି ରାଜ୍ୟ ବିଜେଡି ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି March 2, 2024 Nirvay ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜେଡି ଛାଡ଼ିଲେ । ସେ ଆସନ୍ତାକାଲି ନିଜ ସମର୍ଥକ ମାନଙ୍କ ସହ ବିଜେପିରେ ଯୋଗ ଦେବେ । ମାଲକାନଗିରି ଆସନରୁ…
ରାଜନୀତି ରାଜ୍ୟ ଓଡ଼ିଶାରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ March 1, 2024 Nirvay ସମସ୍ତ ଗୁଜବ ଓ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜୁ ଜନତା ଦଳ ସହ ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି । ବିଜେପି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି…
ରାଜନୀତି ରାଜ୍ୟ ମେଣ୍ଟ ପାଇଁ କ୍ଷମତା ଓ ପ୍ରତିପତ୍ତି ତ୍ୟାଗ କରିବାକୁ ପ୍ରସ୍ତୁତ କି ବିଜଦ? March 1, 2024 Nirvay ନିର୍ଭୟ ମିଡିଆ, ଭୁବନେଶ୍ୱର: ମକର ସଂକ୍ରାନ୍ତୀରେ ଗୁଡ଼ି ଉଡ଼ିଲା ପରି ଏବେ ସାରା ରାଜ୍ୟରେ ଉଡ଼ୁଛି ମେଣ୍ଟ ଗୁଡ଼ି । ଯିଏ ଯାହା ଖୁସିରେ ଗୁଡ଼ି ଉଡ଼ାଇବା ସହ ଆସନ ମଧ୍ୟ ବଣ୍ଟାବଣ୍ଟି କରିଦେଲେଣି । ଏପ୍ରକାର ଗୁଜବର ସ୍ରଷ୍ଟା କିଏ,…
ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ March 1, 2024 Nirvay ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧୀ ଦଳ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତ ଯେ କେନ୍ଦ୍ର ଯୋଜନାକୁ କପିପେଷ୍ଟ କରି ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି ସରକାର। ସେ…
ରାଜନୀତି ରାଜ୍ୟ ରାଜମହଲରେ ପୋଲିସ ଓ ଛାତ୍ର କଂଗ୍ରେସ ମୁହାଁ ମୁହିଁ March 1, 2024 Nirvay ଭୁବନେଶ୍ବର: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଛନ୍ତି। ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ…
ରାଜନୀତି ରାଜ୍ୟ କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ March 1, 2024 Nirvay ଭୁବନେଶ୍ବର: କଂଗ୍ରେସରୁ ପୁଣି ଜଣେ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଏବେ ଦଳକୁ ଆଉ ଏକ ଝଟକା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫାର ସଠିକ କାରଣ ଏଯାଏଁ…
ରାଜନୀତି ରାଜ୍ୟ ସିଦ୍ଧାନ୍ତ ମହାପାତ୍ର ଓ ବିପିନ ପ୍ରଧାନ ବିଜେପିରେ ସାମିଲ ହେବେ! March 1, 2024 Nirvay ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଦିଗପହଣ୍ଡିର ବିଦ୍ରୋହୀ ବିଜେଡି ନେତା ବିପିନ ପ୍ରଧାନ ଆଜି ପଦ୍ମ ଧରି ପାରନ୍ତି । ଗତ ୩୩ ବର୍ଷ ଧରି ବିଜେଡି ସହ ତୃଣମୂଳ ସ୍ତରରେ ଜଡ଼ିତ ଥିବା…