Category: ରାଜନୀତି

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ‘ଯୁଦ୍ଧଂ ଦେହି’ ଡାକରା

ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଚିଲିକା ବିଧାନସଭାରୁ ପ୍ରାର୍ଥି କରିବାକୁ ବିଜେଡ଼ିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେବା ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ନିଜର ଶହ ଶହ ସମର୍ଥକଙ୍କୁ ନେ଼ଇ ଶଙ୍ଖ ଭବନ ସାମ୍ନାରେ ନିଜ…

ଦିବଙ୍ଗତ ନେତା ଦାମ ରାଉତଙ୍କୁ ଓଡ଼ିଶାର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ରାଜନୀତିରେ ଗୋଟିଏ ଯୁଗର ଅନ୍ତ ଘଟିଛି । ଆରପାରିରେ ବିଜେଡି ନେତା ଦାମୋଦର ରାଉତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି । ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିୟୋଗରେ…

ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ଭକ୍ତ ଚରଣ ଦାସ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ…

ଦିଲ୍ଲୀରୁ ଫେରିଲେ ମନମୋହନ; ବିଜେପିର ପ୍ରାର୍ଥୀ ଘୋଷଣା ଖୁବ ଶୀଘ୍ର

ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ରାତି ୧୦ଟା ବେଳେ ଦିଲ୍ଲୀରୁ ଫେରିଛନ୍ତି ସେ। ଏବେ ସାମ୍ନାକୁ ଆସିଚି ତାଙ୍କର ବଡ ବୟାନ । ସବୁଥର ଦିଲ୍ଲୀରୁ ଫେରି ମେଣ୍ଟ ନେଇ ମନା କରୁଥିବା ମନମୋହନ ସାମଲ…

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡୁଆ

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡୁଆ। ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍‌ ଲାଗୁ ହୋଇଛି। ସୂଚନା ଅନୁଯାୟୀ କଟକ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି।ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ରେ…

ନିର୍ବାଚନ ଆଚରଣ ବିଧିକୁ ଉଲଘଂନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି । କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର,…

ନବୀନ ନିବାସରେ ଟିକେଟ କସରତ

ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ।ବ୍ରହ୍ମପୁର ସଂସଦୀୟ କ୍ଷେତ୍ର…

ବିଜେଡିରୁ ଇସ୍ତଫା ଦେବେ ସାଂସଦ ଭର୍ତ୍ତୃହରି ମହତାବ!

ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜେଡିର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଦଳରୁ ଖୁବ୍ ଶୀଘ୍ର ଇସ୍ତଫା ଦେବେ ବୋଲି ଶୁଣାଯାଉଛି। ବିଜୁ ଜନତା ଦଳର ବିଗତ ଦିନରେ ଯେଉଁ ରୂପାନ୍ତରଣ ହୋଇଛି, ସେଥିରେ ଭର୍ତ୍ତୃହରି…

ମେଣ୍ଟ କେଁ: ଭାଜପା ସରକାରରେ ସାମିଲ ହେଉ, ଚାହୁଁନାହାନ୍ତି ପାଣ୍ଡିଆନ

ନିର୍ଭୟ ମିଡିଆ, ନୂଆଦିଲ୍ଲୀ: ବିଜୁ ଜନତା ଦଳ ନେତା ଭିକେ ପାଣ୍ଡିଆନ କହିଲେ, ଉପରେ ଆଲୋଚନା ହୋଇଛି । ବୃହତ୍ତର କାରଣ ଲାଗି ମୋଦୀ ଓ ନବୀନ ନିକଟତର ହୋଇଛନ୍ତି । ଭାଜପା ଚାଣକ୍ୟ ଅମିତ ଶାହା ଓଡ଼ିଶାରେ ମେଣ୍ଟ ବ୍ୟାପାରରେ…

ପ୍ରଦୀପ ମାଝୀ ନବରଙ୍ଗପୁର ରୁ ବିଜେଡି ସାଂସଦ ପ୍ରାର୍ଥୀ?

ଭୁବନେଶ୍ବର: ନବୀନ ନିବାସରେ ଆଜି ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ…