Category: ଦେଶ

ବିଶ୍ବର ଦ୍ୱିତୀୟ ଉତ୍ତପ୍ତ ସହର ଓଡ଼ିଶାର ବାରିପଦା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସହ୍ୟ ତାତି । ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛି ସାରା ଓଡ଼ିଶା । ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର । ବିଶ୍ବରେ ସବୁଠାରୁ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ। ଖବର ଅନୁଯାୟୀ ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ହୋଇଛି ଏନ୍‌କାଉଣ୍ଟର। DRG, STFର ମିଳିତ ସୁରକ୍ଷାକର୍ମୀଙ୍କକମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ବହୁସମୟ ଧରି ଉଭୟ ପକ୍ଷରୁ ଗୁଳି ଚାଳନ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ : ଓଡ଼ିଶାର ଭାଷା ଓ ପରିଚୟ ସଙ୍କଟରେ

ଏଜେନ୍ସୀ : ନୂଆଦିଲ୍ଲୀ, ସୋନପୁର ଗସ୍ତ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯେଉଁ ଭିତ୍ତିଭୂମି ପକାଇ ଯାଇଥିଲେ ତାହା ଆଗକୁ କିଭଳି ଭୟଙ୍କର ନେବାକୁ ଯାଉଛି ନେଟୱର୍କ-୧୮ଗ୍ରୁପର ମୁଖ୍ୟ ସମ୍ପାଦକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇ…

କାହିଁକି ଏହା କହିଲେ ମୋଦୀ : ‘ମୋର ପରବର୍ତ୍ତୀ ଜନ୍ମ ବୋଧହୁଏ ପଶ୍ଚିମବଙ୍ଗରେ ହେବ’

ଏଜେନ୍ସୀ : ପଶ୍ଚିମବଙ୍ଗ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋତେ ଲାଗୁଛି ମୋର ପୂର୍ବ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା କିମ୍ବା ପରବର୍ତ୍ତୀ ଜନ୍ମ…

ଇଭିଏମକୁ ସୁପ୍ରିମ କ୍ଳିନଚିଟ୍

ଏଜେନ୍ସୀ : ନୂଆଦିଲ୍ଲୀ, ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏହା ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗ୍ରହଣ ଅର୍ଥାତ ମତଦାନ ଇଭିଏମ ମେସିନ ଦ୍ୱାରା ହିଁ ହେବ । ଏଥିସହ ଇଭିଏମ-ଭିଭିପାଟକୁ ୧୦୦% କ୍ରସ ଚେକିଂ କରାଯାଇପାରିବ ନାହିଁ ।…

ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ ନେତାଙ୍କର ହେବ ଭାଗ୍ୟପରୀକ୍ଷା ।

ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ ।…

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର : ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ୨୬ରେ

ଏଜେନ୍ସୀ : ନୂଆଦିଲ୍ଲୀ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଗ୍ରହଣ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୮୮ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ବୁଧବାର ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଥମିଯାଇଛି । ୧୩ଟି ରାଜ୍ୟ-ମଧ୍ୟପ୍ରଦେଶ,…

ଅଚେତା ହେଲେ ଆଙ୍କର!!

କୋଲକାତା: ଏବେ ସାରା ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପୂର୍ବ ଭାରତରେ ଅବସ୍ଥା ଅସମ୍ଭାଳ ହୋଇଛି। ପ୍ରବଳ ଗରମ ଯୋଗୁଁ ଦୂରଦର୍ଶନର ଜଣେ ନ୍ୟୁଜ୍ ଆଙ୍କର ଲାଇଭ କ୍ୟାମେରାରେ ବେହୋସ୍ ହୋଇପଡ଼ିଛନ୍ତି । ଏହି…

ସାଧାରଣ ନିର୍ବାଚନ ୨୦୨୪: ଆରମ୍ଭ ହେଲା ମତଦାନ, ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନ ପାଇଁ ହେଉଛି ଭୋଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଏସବୁ ଆସନରେ ଭୋଟଗ୍ରହଣ ଆରମ୍ଭ…

ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ

ଅଯୋଧ୍ୟା: ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ ରାମ ନବମୀ। ଆଜି ମଧ୍ୟାହ୍ନ ୧୨ଟାରେ…