Category: ଦେଶ

କୁଆପଥର ମାଡ଼ ପରେ ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର ୧୦ ମିନିଟ ପରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ ବିମାନରେ ଥିବା…

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ

ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି । ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଶ୍ରମ ଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ…

ମେ ୬ ରେ ଓଡ଼ିଶା ଆସୁଛନ୍ତି ମୋଦି, ଉତ୍ସାହିତ ବିଜେପି କର୍ମୀ

ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ…

ଦିଲ୍ଲୀ-ଏନସିଆର ରେ ଏକାଧିକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ ; ଦିଲ୍ଲୀ-ଏନସିଆର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର…

ଆକ୍ସନ ମୋଡରେ ରାଜ୍ୟ ବିଜେପି,ଘନ ଘନ ଆସୁଛନ୍ତି କେନ୍ଦ୍ରୀୟ ନେତା

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳ ଚଞ୍ଚଳ ବିଜେପି ଶିବିର। ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ଓଡ଼ିଶାକୁ ଘନ ଘନ ଆସୁଛନ୍ତି କେନ୍ଦ୍ର ନେତୃମଣ୍ଡଳୀ। ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା, ତାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…

ପହିଲାରୁ କମିଲା ଗ୍ୟାସ ଦର

ମଇ ମାସ ପହିଲାରୁ ବଦଳିଲା ଗ୍ୟାସ ଦର।କମିଲା ଗ୍ୟାସ ଦର । ୧୯ କେଜି କମର୍ସିଆଲ LPG ସିଲିଣ୍ଡର ଦାମ୍‌ ୧୯ ଟଙ୍କା କମିଲା।ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି ।ନୂତନ…

ବିଶ୍ବର ଦ୍ୱିତୀୟ ଉତ୍ତପ୍ତ ସହର ଓଡ଼ିଶାର ବାରିପଦା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସହ୍ୟ ତାତି । ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛି ସାରା ଓଡ଼ିଶା । ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର । ବିଶ୍ବରେ ସବୁଠାରୁ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ। ଖବର ଅନୁଯାୟୀ ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ହୋଇଛି ଏନ୍‌କାଉଣ୍ଟର। DRG, STFର ମିଳିତ ସୁରକ୍ଷାକର୍ମୀଙ୍କକମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ବହୁସମୟ ଧରି ଉଭୟ ପକ୍ଷରୁ ଗୁଳି ଚାଳନ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ : ଓଡ଼ିଶାର ଭାଷା ଓ ପରିଚୟ ସଙ୍କଟରେ

ଏଜେନ୍ସୀ : ନୂଆଦିଲ୍ଲୀ, ସୋନପୁର ଗସ୍ତ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯେଉଁ ଭିତ୍ତିଭୂମି ପକାଇ ଯାଇଥିଲେ ତାହା ଆଗକୁ କିଭଳି ଭୟଙ୍କର ନେବାକୁ ଯାଉଛି ନେଟୱର୍କ-୧୮ଗ୍ରୁପର ମୁଖ୍ୟ ସମ୍ପାଦକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇ…

କାହିଁକି ଏହା କହିଲେ ମୋଦୀ : ‘ମୋର ପରବର୍ତ୍ତୀ ଜନ୍ମ ବୋଧହୁଏ ପଶ୍ଚିମବଙ୍ଗରେ ହେବ’

ଏଜେନ୍ସୀ : ପଶ୍ଚିମବଙ୍ଗ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋତେ ଲାଗୁଛି ମୋର ପୂର୍ବ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା କିମ୍ବା ପରବର୍ତ୍ତୀ ଜନ୍ମ…