Category: ଦେଶ

ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ପାଟନା: ପୁଣିଥିରେ ବାଜି ମାରିଲେ ନୀତିଶ କୁମାର। ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ହୋଇଥିବା ଆସ୍ଥା ଭୋଟ୍‌ରେ ନୀତିଶ କୁମାର ବିଜୟୀ ହୋଇଛନ୍ତି। ଏନ୍‌ଡିଏ ସପକ୍ଷରେ ମୋଟ ୧୨୯ଟି ଭୋଟ୍ ପଡ଼ିଛି। ସେପଟେ ବିରୋଧୀ ଦଳର ନେତାମାନେ ବିଧାନସଭା ଛାଡ଼ି…

ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ। ସେ ଚିଠିରେ ଲେଖିଛନ୍ତି ଯେ ଯୋଡୋ ଯାତ୍ରା ବେଳେ ମୁଁ ଓଡ଼ିଶାର ସୁନ୍ଦରଗଡସ୍ଥିତ ସାଇ ସ୍ପେସିଆଲ୍ ଏରିଆ ଗେମ୍ସ (SAG) କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଅନେକ ହକି…

ଭାରତର କୂଟନୈତିକ ବିଜୟ; ୮ ଭାରତୀୟଙ୍କୁ ମୁକ୍ତ କଲା କତାର

ନୂଆଦିଲ୍ଲୀ: ଭାରତର ବଡ଼ କୂଟନୈତିକ ବିଜୟ । କତାର ଜେଲରୁ ମୁକୁଳିଲେ ୮ ପୂର୍ବତନ ନୌସେନା ଅଧିକାରୀ । ସେମାନଙ୍କ ମଧ୍ୟରୁ ୭ଜଣ ଭାରତ ଫେରିଛନ୍ତି । ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଦୀର୍ଘ ୧୮ ମାସ ହେଲା କତାର ଜେଲରେ…

ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର, ଏହି ୩ ଜଣଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଘୋଷଣା । ୩ ଜଣଙ୍କୁ ମିଳିବ ଭାରତ ରତ୍ନ । ପୂର୍ବ ପ୍ରଧାନମନ୍ତ୍ରୀ ପି.ଭି.ନରସିହ୍ମା ରାଓଙ୍କୁ ମିଳିବ ଭାରତ ରତ୍ନ । ଏହା ସହିତ ପୂର୍ବ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମଧ୍ୟ ମିଳିବ…

ଦେଶରେ ମୋଦି ଲହର, ଓଡ଼ିଶାରେ ବଢ଼ିବ ବିଜେପି: ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ

ନୂଆଦିଲ୍ଲୀ: ବିଜେପିର ଲହର ସାରା ଦେଶରେ ରହିଛି। ମୋଦୀ ମୋଦୀ ନାରା ଚାରିଆଡେ ଶୁଣିବାକୁ ମିଳିଛି। ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବଢ଼ିପାରେ ବିଜେପିର ଦବଦବା । ରାଜ୍ୟରେ ୨୧ଟି ଲୋକସଭା ସିଟରୁ ୧୦ଟି…

ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହେଲା UCC ବିଲ୍

ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ । ମୁଖ୍ୟମନ୍ତ୍ରୀ ପୁଷ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲକୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆଗତ କରିଛନ୍ତି । ବିଲ ଉପସ୍ଥାପନ ସମୟରେ ବନ୍ଦେ ମାଆ ତରମ ଓ…

ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ୍

ଝାଡଖଣ୍ଡ: ଆଜି ଝାଡଖଣ୍ଡରେ ଅସ୍ଥା ଭୋଟ୍‌ (ଟ୍ରଷ୍ଟ୍‌ ଭୋଟ୍‌)ହୋଇଯାଇଛି। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ…

ଭାରତରତ୍ନରେ ସମ୍ମାନିତ ହେବେ ଭେଟେରାନ ବିଜେପି ନେତା ଏଲ କେ ଆଡଭାନୀ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ଖୁସି ଖବର। ପୁରା ଦେଶବାସୀଙ୍କୁ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖୁସି ଖବର ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଭାରତ ରତ୍ନ ପ୍ରଦାନ…

କଂଗ୍ରେସ ଲୋକ ସଭା ନିର୍ବାଚନରେ ୪୦ ସିଟ୍ ବି ଜିତି ପାରିବନି: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଆକ୍ରମଣ କରିଛନ୍ତି । ଲୋକସଭା ନିର୍ବାନରେ କଂଗ୍ରେସ ୪୦ଟି ଆସନ ବି ଜିତି ପାରିବ…

ଚମ୍ପଇ ସୋରେନ ହେଲେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ; ହେମନ୍ତ ସୋରେନ ୫ ଦିନିଆ ଇଡି ରିମାଣ୍ଡରେ

ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଆଜି ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ। ତାଙ୍କ ସହ କଂଗ୍ରେସ ବିଧାୟକ ଅଲଗିର ଆଲାମ ଏବଂ ଆରଜେଡି…