ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଅସୁବିଧା ବୃଦ୍ଧି ପାଇବାରେ ଲାଗିଛି। ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ୨୦ ବର୍ଷ ତଳର ଏକ ଦୁର୍ନୀତି ଅଭିଯୋଗର ପୁନଃ ତଦନ୍ତ ପାଇଁ କେରଳ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେରଳ କ୍ୟାଡରର ଏହି ଆଇଏଏସ ଅଫିସର ରାଜ୍ୟର ଲୋକସମ୍ପର୍କ ଓ ନିର୍ମାଣ ସଚିବ ଥିବା ସମୟରେ ଘଟିଥିବା ଏକ ଘଟଣାକୁ ନେଇ ଭିଜିଲାନ୍ସ ଏବଂ ଆଣ୍ଟି-କରପସନ ବ୍ୟୁରୋକୁ ପ୍ରାରମ୍ଭିକ ତଦନ୍ତ କରିବାକୁ କୁହାଯାଇଛି। କଂଗ୍ରେସ ନେତା ମଲୟାନକିଜୁ ଭେଣୁଗୋପାଳଙ୍କ ଅଭିଯୋଗ ଆଧାରରେ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା VACB ନିର୍ଦ୍ଦେଶକ ମନୋଜ ଆବ୍ରାହମଙ୍କୁ ଏହି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। Post navigation Panchayat Election: ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ମାନସ ମନ୍ଥନ: ଜିତିବାକୁ ପ୍ରସ୍ତୁତ ହେଲା ସ୍ୱେଶାଲ ରଣନୀତି Nayapalli Rape Case: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଶ୍ରୀଧର ପଣ୍ଡାର ୨ ସହଯୋଗୀ ଗିରଫ