ତାଜା ଖବର ରାଜ୍ୟ ବୁର୍ଲାରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ August 4, 2024 Nirvay ଆଜି ବୁର୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ଏଥିସହ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର…
ତାଜା ଖବର ଦେଶ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’ August 4, 2024 Nirvay ଭୂସ୍ଖଳନର ୬ ଦିନ ପରେ ବି ସୁଧୁରୁନି କେରଳର ୱାଏନାଡ ସ୍ଥିତି। ଆଜି ବି ମାଟିତଳୁ ମିଳୁଛି ଶବ। ଅନବରତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାରକାରୀ ଟିମକୁ ସହଯୋଗ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’।…
ତାଜା ଖବର ରାଜ୍ୟ ସ୍କୁଲ ଅପଗ୍ରେଡେସନ୍ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା August 4, 2024 Nirvay ଛାତ୍ରଛାତ୍ରୀ ହେଉଛନ୍ତି ବିକଶିତ ଭାରତ ଗଠନର ମୂଳଦୁଆ । ତେଣୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଶିକ୍ଷା ପାଇଁ ଚଳିତ ବଜେଟରେ ଅଧିକ ବ୍ୟୟବରାଦ ମଧ୍ୟ ହୋଇଛି । ସମସ୍ତ ପିଲା…
ତାଜା ଖବର ରାଜ୍ୟ ସେବାୟତଙ୍କ ମଧ୍ୟରେ ବିବାଦ: ମହାପ୍ରଭୁଙ୍କ ନୀତି ବିଳମ୍ବ August 4, 2024 Nirvay ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ପୂଜା ବସିଥିବା ସମୟରେ ପ୍ରଧାନୀ ସେବାୟତ ଚଢ଼ିଯାଇଥିଲେ। ଫଳରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ସୂର୍ଯ୍ୟପୂଜା ଚାଲିଥିବା ବେଳେ ପୂଜାପଣ୍ଡା ଓ ପ୍ରଧାନୀ ସେବାୟତଙ୍କ ମଧ୍ୟରେ ବିବାଦ…
ତାଜା ଖବର ଦେଶ ପୂଜାର୍ଚ୍ଚନା ବେଳେ ଅଘଟଣ: ମନ୍ଦିର କାନ୍ଥ ଭୁଶୁଡ଼ି ୯ ଶିଶୁ ମୃତ August 4, 2024 Nirvay ଶ୍ରାବଣ ମାସରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅଘଟଣ ଘଟିଛି । ମଧ୍ୟପ୍ରଦେଶରେ ହରଦୌଲ ମନ୍ଦିରର କାନ୍ଥ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି। ଶ୍ରାବଣ ମାସ ପାଇଁ ସାଗର ଜିଲ୍ଲାର ଶାହପୁର ସ୍ଥିତ ହରଦୌଲ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ହଠାତ…
ତାଜା ଖବର ଦେଶ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସରେ ଲାଗିଲା ନିଆଁ August 4, 2024 Nirvay ପୁଣି ଆଉ ଏକ ଟ୍ରେନ ଟ୍ରାଜେଡି । ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍ରେ ନିଆଁ ଲାଗିଯାଇଛି। ଟ୍ରେନଟି ବିଶାଖାପାଟଣାରୁ ତିରୁପତି ଅଭିମୁଖେ ଯାଉଥିଲା। ବିଶାଖାପାଟଣା ଷ୍ଟେସନରେ ପହଂଚିବା ପରେ ୪ ନଂ ପ୍ଲାଟଫର୍ମରେ ଏଭଳି ଅଘଟଣ…
ତାଜା ଖବର ରାଜ୍ୟ ପାଟ୍ରୋଲିଂ ବେଳେ ମଝି ଚିଲିକାରେ ଫଶିଗଲା ଡଙ୍ଗା August 4, 2024 Nirvay ଡଲଫିନ୍ ସୁରକ୍ଷା ପାଇଁ ଚିଲିକାକୁ ୪ ବନ କର୍ମଚାରୀ ଯାଇଥିଲେ । ହେଲେ ମଝି ଚିଲିକାରେ ଫଶିଗଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜହ୍ନିକୁଦା ନିକଟରେ ଫଶିଯାଇଛି। ଫସିଥିବା ବନ କର୍ମଚାରୀମାନେ ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ…
ତାଜା ଖବର ରାଜନୀତି ରାଜ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣକାରୀ ଯୋଜନାକୁ ନେଇ ସମସ୍ତ କୃଷକଙ୍କ ପାଖକୁ ଯିବ ରାଜ୍ୟ କୃଷକମୋର୍ଚ୍ଚା August 3, 2024 Papirani ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟଠାରେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ କୃଷକମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ ଓ ଜିଲ୍ଲା ସଭାପତିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଚଳିତ ୨୦୨୪ ନିର୍ବାଚନରେ ବିଜେପି ବହୁମତ…
ତାଜା ଖବର ରାଜନୀତି ରାଜ୍ୟ ଚଳିତ ବଜେଟ୍ରେ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା ହୋଇଛି: ମନମୋହନ ସାମଲ August 3, 2024 Papirani ଜଙ୍ଗଲ, ଖଣିଜ, ଜଳସମ୍ପଦ, ସୁଦୀର୍ଘ ବେଳାଭୂମି ଇତ୍ୟାଦି ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶା ଧନୀ କିନ୍ତୁ ବିଗତ ସରକାରଗୁଡିକର ଅପାରଗତା ଓ ବିଫଳତା କାରଣରୁ ଓଡ଼ିଶାର ଲୋକେ ଗରିବ ହୋଇ ରହିଗଲେ । ପ୍ରାକୃତିକ ଓ ଖଣିଜ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ August 3, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ…