ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା। ଏଥିପାଇଁ ବୈଠକ ହୋଇ ଆଲୋଚନା ଚାଲିଛି। ସୂଚନା ଅନୁଯାୟୀ ଦିଲ୍ଲୀରେ ଆଜି ସିଇସିର ବୈଠକ ବସିବା ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।

ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଉଛନ୍ତି। ପୂର୍ବରୁ ବିଜେପି ୧୮ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଆଉ ୩ ଲୋକସଭା ଆସନ ଯଥା କଟକ, ଯାଜପୁର, କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *