Author: Papirani

Kalabaisakhi Alert In Odisha; ୧୦ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୧୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଆକଳନ । ଛତିଶଗଡ଼ରୁ ମଣିପୁର ପର୍ଯ୍ୟନ୍ତ ଏକ ଟ୍ରଫ୍‌ଲାଇନ୍‌ ଆଭ୍ୟନ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି। ଏହାର…

Tiruppattur Election: ତିରୁପତ୍ତୁର ବିଧାନସଭା ନିର୍ବାଚନ; ଗୋଟିଏ ଭୋଟ୍‌ରେ ଜିତିଲେ ଟିଭିକେ ପ୍ରାର୍ଥୀ

ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେର ବିଶାଳ ବିଜୟ ହୋଇଛି। ଏହାରି ମଧ୍ୟରେ ତିରୁପତ୍ତୁର ବିଧାନସଭା ଆସନରେ ଜଣେ ପ୍ରାର୍ଥୀଙ୍କ ବିଜୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୩୦ ରାଉଣ୍ଡ ପର୍ଯ୍ୟନ୍ତ ଆଗୁଆ ରହି ଡିଏମକେ ମନ୍ତ୍ରୀ କେଆର ପେରିଆକାରୁପ୍ପନ ଶେଷ ରାଉଣ୍ଡରେ…

Assembly Polls Results 2026: ବେଙ୍ଗଲ, ତାମିଲନାଡୁରେ କଡ଼ା ମୁକାବିଲା; ଆସାମରେ ବିଜେପି ଆଗୁଆ

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳମ୍‌ ଓ ପୁଡୁଚେରୀ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ଆଗୁଆ ଅଛି। ପଶ୍ଚିମବଙ୍ଗରେ ମୁକାବିଲା କଡ଼ା, କିନ୍ତୁ ଆସାମରେ ବିଜେପି ବହୁତ ଆଗରେ। ତାମିଲନାଡୁରେ…

Assembly Election: ରାଜ୍ୟ ନିର୍ବାଚନ ଫଳାଫଳ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ଆରମ୍ଭ

ଆରମ୍ଭ ହୋଇଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି। ସକାଳ ୮ଟାରେ କଡ଼ା ସୁରକ୍ଷା ମଧ୍ୟରେ କାଉଣ୍ଟିଂ ଆରମ୍ଭ ହୋଇଛି । ୪ ରାଜ୍ୟ- ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ର…

Illegal Sand Mafia in Odisha: ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି

ରାଜ୍ୟରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢିବାରେ ଲାଗିଛି । କେଉଁଠି ତହସିଲଦାରଙ୍କୁ ଆକ୍ରମଣ ହେଲାଣି ତ କେଉଁଠି କର୍ତ୍ତବ୍ୟରତ ପୋଲିସ ଅଫିସରଙ୍କୁ ଗାଡି ଚଢାଇ ଜୀବନରୁ ମାରିଦେଲେଣି । ରାଜ୍ୟରେ ବାଲି ଚୋରା ଚାଲାଣର କାୟା ଦିନକୁ ଦିନ…

Ama Bus Accident: ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ୍‌

ଭୁବନେଶ୍ବରରେ ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ । ବାଇକ୍‌ରେ ଯାଉଥିବା ବେଳେ ପଛ ପଟୁ ଧକ୍କା ଦେଲା ଆମ ବସ୍‌ । ସତ୍‌ସଙ୍ଗ ବିହାର-ବାଣୀବିହାର ମଝିରେ ହୋଇଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା…

Youth Attacked with Sharp Weapon: କଣାସରେ ଯୁବକକୁ ହାଣିବା ସହ ଗାଡ଼ି ଚଢ଼ାଇ ଦେଲେ ଦୁର୍ବୃତ୍ତ

ପିପିଲିର କଣାସ ଗୋଲାବଜାରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । କଣାସ ଗୋଲାବଜାରରେ ଯୁବକକୁ ହାଣିଲେ ଦୁର୍ବୃତ୍ତ । ମାଛ ମାର୍କେଟରେ ଯୁବକକୁ ମାଛକଟା ପନିକିରେ ହାଣିବା ପରେ ଗାଡ଼ି…

Ban On Street Vendors: ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା; ବୁଲା ବିକାଳୀଙ୍କ ଉପରେ ଲାଗିଲା କଟକଣା

ଯାଜପୁର ଦଶରଥପୁରରେ ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣାକୁ ଗୁରୁତ୍ୱର ନେଇଛନ୍ତି ରାଜ୍ୟସରକାର ।ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ କରାଯାଇଛି । କୌଣସି ବୁଲା ବିକାଳି ଖାଇବା ଜିନିଷ ନ ବିକିବାକୁ ବିଡିଓଙ୍କ…

Omfed Hikes Milk Price: ବଢିଲା ଓମ୍‌ଫେଡ୍ କ୍ଷୀର ଦର; ଲିଟର୍ ପିଛା ୪ ଟଙ୍କା ବୃଦ୍ଧି

ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ ସାରା ଓଡ଼ିଶାରେ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛି । ବିଭିନ୍ନ ବର୍ଗରେ ପ୍ରାୟ ୪ ଟଙ୍କା ଲେଖାଏଁ ଦର…

NEET UG 2026: ଆଜି ହେବ ନିଟ୍-ୟୁଜି ୨୦୨୬ ପରୀକ୍ଷା

ଆଜି ହେବ ନିଟ୍-ୟୁଜି ୨୦୨୬ ପରୀକ୍ଷା । ଆଜି ସାରା ଦେଶରେ ସ୍ନାତକ ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍-ୟୁଜି) ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଟ୍-ୟୁଜି ୨୦୨୬ ପରିଚାଳନା…