Author: Nirvay

Subhadra Yojana: ଆସନ୍ତାକାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା

ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା କାଲି ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ…

Fuel Shortage Rumour: ତେଲକୁ ନେଇ ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ୱାସ ନକରିବାକୁ ଯୋଗାଣ ମନ୍ତ୍ରୀଙ୍କ ଅନୁରୋଧ

ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ତେଲ ଅଛି…

Fuel Shortage Rumour in Malkangiri: ମାଲକାନଗିରିରେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼

ମାଲକାନଗିରିରେ ପେଟ୍ରୋଲ-ଡିଜେଲ ସରିଯିବ ବୋଲି ଗୁଜବ ପରେ ପେଟ୍ରୋଲ ପମ୍ପରେ ଭିଡ ଲାଗିଛି । ଗତକାଲି ରାତି ଓ ଆଜି ସକାଳେ ମାଲକାନଗିରି ରବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରବଳ ଭିଡ ସହିତ ଲମ୍ବା ଲାଇନ୍ ଲାଗିଛି । ଇରାନ, ଇସ୍ରାଏଲ…

LPG Price Hike: ମହଙ୍ଗା ହେଲା ଘରୋଇ ଏବଂ ବାଣିଜ୍ୟିକ LPG ସିଲିଣ୍ଡର

ଶନିବାର ଦିନ ସାରା ଭାରତରେ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି, ଯାହା ପରିବାର ଏବଂ ବ୍ୟବସାୟ ଉପରେ ଆର୍ଥିକ ବୋଝ ବଢ଼ାଇ ଦେଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା…

Rajya Sabha Elections: ଦିଲୀପ ରାୟଙ୍କ ସୂଚନା; ରାଜ୍ୟସଭା ନିର୍ବାଚନ ନେଇ ଅମିତ ଶାହଙ୍କ ସହ ଆଲୋଚନା

ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ ପରେ ଦିଲୀପ ରାୟ ବଡ଼ ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ନେଇ ନିର୍ବାଚନୀ ରଣନୀତି ଉପରେ ବୈଠକରେ ଆଲୋଚନା ହୋଇଛି ବୋଲି ଦିଲୀପ ରାୟ କହିଛନ୍ତି । ଦିଲୀପ…

Rajya Sabha Elections: ପିଏମଓ ନଜରରେ ରାଜ୍ୟସଭା ନିର୍ବାଚନ

ନିର୍ଭୟ ମିଡିଆ : ନୂଆଦିଲ୍ଲୀ ଓଡ଼ିଶାର ୪ ଆସନ ପାଇଁ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ମନୋନୟନ ପତ୍ର ଦାଖଲ ସରିଛି । ଭାଜପା ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର, ଭାଜପା ସମର୍ଥନରେ ସାଧୀନ ପ୍ରାର୍ଥୀ ଦିଲୀପ…

Cash Reward Announced For Missing Kids: ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ପୁରସ୍କାର ରାଶି ଘୋଷଣା

ରାଜଧାନୀରେ ଚିନ୍ତା ବଢ଼ାଇଛି ପିଲା ନିଖୋଜ ଘଟଣା । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ତିନି ଜଣ ଶିଶୁ ନିଖୋଜ ହେବା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଲାଙ୍କ ବିଷୟରେ ଖବର ଦେଲେ ୨୫…

Amit Shah in Odisha: କଟକରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହେଲେ ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକ ମୁଣ୍ଡଳି CISF କ୍ୟାମ୍ପ୍‌ରେ ଆୟୋଜିତ CISFର ୫୭ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ୍ ହୋଇଛନ୍ତି । ପରେଡ୍‌ରେ ଅଭିବାଦନ ଗ୍ରହଣ କରି ସେ CISFକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ…

Su-30MKI Fighter Jet Crash: ସୁଖୋଇ-୩୦MKI ବିମାନ ଦୁର୍ଘଟଣାଗ୍ରସ୍ତ, ବାୟୁସେନାର ୨ ଯୋଦ୍ଧା ଶହୀଦ

ଆସାମରେ ଏକ ତାଲିମ ମିଶନ ସମୟରେ ସୁଖୋଇ-30MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଶହୀଦ ହୋଇଥିବା ଭାରତୀୟ ବାୟୁସେନା (IAF) ପକ୍ଷରୁ ଶୁକ୍ରବାର ନିଶ୍ଚିତ କରାଯାଇଛି । ଶହୀଦ ହୋଇଥିବା ଦୁଇ ପାଇଲଟ୍…

Major Gubernatorial Reshuffle: ବଦଳିଲେ ଏକାଧିକ ରାଜ୍ୟପାଳ ଓ ଉପରାଜ୍ୟପାଳ

ଗୋଟାଏ ଦିନରେ ବଦଳିଲେ ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ରାଷ୍ଟ୍ରପତି ଭବନ ଶୁକ୍ରବାର ଦିନ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଦଳ ବଦଳ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ…