Author: Nirvay

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ…

ବ୍ରାହ୍ମଣୀ ନଦୀରେ ବୁଡି ୨ ଛାତ୍ର ମୃତ

ରାଉରକେଲା ବ୍ରାହ୍ମଣୀ ନଦୀରେ ଅଘଟଣ । ଗାଧୋଉଥିବାବେଳେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ । ୨ ଜଣଙ୍କର ମୄତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲ୍ଲା ପିପିଲିର ସମୀର ଶିବକୁମାର…

ଲାଗିଲା ଲାଇଟ୍, ପୁଣି ଝଲସିବ ଶ୍ରୀମନ୍ଦିର

ପୁରୀ : ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ସଂସ୍ଥାର ୧୦ ଜଣ କର୍ମଚାରୀ ଲାଇଟ୍ ଲଗାଉଛନ୍ତି । ଠିକା ସଂସ୍ଥା ଥାର୍ଡ ୱେବ ପକ୍ଷରୁ ଲଗାଗଲା ଲାଇଟ୍ । ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା…

ଆଶିଷ ସିଂ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ : ଏମ୍ସ

ଧରା ପଡିଲା ଆଶିଷଙ୍କ ମିଛ। ଆଇପିଏସ୍ ଅଧିକାରୀ ଆଶିଷ କୁମାର ସିଂଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ସେ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେ ମିଛରେ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ…

କାଳିଆ ସାଆନ୍ତଙ୍କ ପାଇଁ ମିଳୁନି ଫୁଲ

ଶ୍ରୀମନ୍ଦିରରେ ଫୁଲ ଅଭାବ । କାଳିଆ ସାଆନ୍ତଙ୍କ ପାଖରେ ପ୍ରତ୍ୟେକ ଦିନ କୁଢ କୁଢ ସୁବାସିତ ଫୁଲ ଲାଗି ହୋଇଥାଏ । ହେଲେ ଏବେ ଶ୍ରୀଜଗନ୍ନାଥଙ୍କ ପାଇଁ ଫୁଲର ଅଭାବ ହେଉଥିବା ଅଭିଯୋଗ ହୋଇଛି । ବାସି ଫୁଲ ଲାଗି କରାଯାଉଥିବା…

ଜୁନ ୧୨ରୁ 4 ମାସ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି…

ନବୀନ ନିବାସରେ ପୁତୁରା ଅରୁଣ ଓ ବଡ଼ଭାଇ ପ୍ରେମ ପଟ୍ଟନାୟକ

ଆଜି ଓଡ଼ିଶା ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଆଜି ଓଡ଼ିଶା ଆସିଛନ୍ତି ଅରୁଣ ପଟ୍ଟନାୟକ । ବିଜେଡିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ ଓ ତାଙ୍କ…

ଛତିଶଗଡ଼ରେ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଏଠାରେ ଚାଲିଥିବା ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ର ଦନ୍ତେୱାଡା-ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଏନକାଉଣ୍ଟର । ସର୍ଚ୍ଚ ଅପରେସନ ସମୟରେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ…

ଶନିବାର ବିଧାୟକ ଦଳ ବୈଠକ,ମୁଖ୍ୟମନ୍ତ୍ରୀଙ୍କ ନାଁରେ ଲାଗିପାରେ ମୋହର

ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଦଳ ବୈଠକ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ।…

୬ ମାସ ପାଇଁ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ । ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ ଛୁଟିରେ ରହିବେ । ଏନେଇ…