Author: Nirvay

୨୫ ବର୍ଷର କୁଶାସନରେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟିବାକୁ ପଡ଼ୁଛି: ସତ୍ୟବ୍ରତ ପଣ୍ଡା

ବଲାଙ୍ଗିର: ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଲଜୀ…

ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି

ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି। ଗଜପତିରେ ୪୫.୨୯%,ଗଞ୍ଜାମରେ ୪୪.୩୯%, ନୂଆପଡ଼ାରେ ୫୮.୨୫%, କଳାହାଣ୍ଡିରେ ୫୭.୯୧%,କୋରାପୁଟରେ ୫୩.୨୭%, ମାଲକାନଗିରିରେ ୫୩.୬୪%, ନବରଙ୍ଗପୁରରେ ୫୬.୭୬%, ରାୟଗଡ଼ାରେ ୫୩.୬୦% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଭୋଟରଙ୍କୁ ଚାପୁଡ଼ା ମାରିବା ବିଧାୟକଙ୍କୁ ପଡିଲା ମହଙ୍ଗା

ଆନ୍ଧ୍ରପ୍ରଦେଶ : ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବା ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଜଣେ ଭୋଟରଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏହା ମଧ୍ୟ ଦେଖାଯାଇଛି…

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି

କଟକ : ପୁଣି ବଢ଼ିଛି ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ଗିରଫ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ । ଅନୁଭବଙ୍କ ନାଁରେ (NBW) ଜାମିନୀ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି କୋର୍ଟ । ତାଙ୍କ…

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ, ଆଗରେ ଅଛି ନବରଙ୍ଗପୁର

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି। ଗଜପତିରେ ୪୦.୬୦%,ଗଞ୍ଜାମରେ ୩୨.୬୬%, ନୂଆପଡ଼ାରେ ୪୩.୧୩%, କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%, ମାଲକାନଗିରିରେ ୩୯.୯୦%, ନବରଙ୍ଗପୁରରେ ୪୪.୧୯%, ରାୟଗଡ଼ାରେ ୩୬.୧୧% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା…

ବିଜେପିର ପ୍ରଶ୍ନରେ ଘାଇଲା ବିଜେଡି

ବିଜେଡିକୁ ବିଜେପିର ପଞ୍ଚମୁଖୀ ଆକ୍ରମଣ। ବିଜେପି ପକ୍ଷରୁ ଭୁବନେଶ୍ବରର ଏକ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ ଏକା ସଙ୍ଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…

ଓଡ଼ିଶାବାସୀଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ମତଦାନ ହେବ। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଭୋଟ୍ ଗ୍ରହଣ ହେବ। ନିର୍ଦ୍ଧାରଣ ହେବ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ। ୭ ହଜାର ୩୦୩…

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୩ ତାରିଖରେ ଘଟଣା ଘଟିଥିବା ବେଳେ ମେ ୫ ତାରିଖ ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହୋଉଥିଲା ମାମଲା , ମେ ୭…

ଦିଲ୍ଲୀ ବିମାନବନ୍ଦର ଓ ଡାକ୍ତରଖାନାକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ସ୍କୁଲରେ ବୋମା ଧମକ ପାଇବା ପରେ କିଛି ଦିନ ପରେ ଏବେ ଦିଲ୍ଲୀ ବିମାନବନ୍ଦରକୁ ମଧ୍ୟ ବୋମା ପକାଇ ଉଡାଇ ଦେବାର ଧମକ ଦିଆଯାଇଛି। ଏହା ସହିତ ଅନେକ ଗୁଡିଏ ଡାକ୍ତରଖାନାକୁ ମଧ୍ୟ ବୋମା ପକାଇ ଉଡାଇ…