Author: Nirvay

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ, ଆଗରେ ଅଛି ନବରଙ୍ଗପୁର

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି। ଗଜପତିରେ ୪୦.୬୦%,ଗଞ୍ଜାମରେ ୩୨.୬୬%, ନୂଆପଡ଼ାରେ ୪୩.୧୩%, କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%, ମାଲକାନଗିରିରେ ୩୯.୯୦%, ନବରଙ୍ଗପୁରରେ ୪୪.୧୯%, ରାୟଗଡ଼ାରେ ୩୬.୧୧% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା…

ବିଜେପିର ପ୍ରଶ୍ନରେ ଘାଇଲା ବିଜେଡି

ବିଜେଡିକୁ ବିଜେପିର ପଞ୍ଚମୁଖୀ ଆକ୍ରମଣ। ବିଜେପି ପକ୍ଷରୁ ଭୁବନେଶ୍ବରର ଏକ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ ଏକା ସଙ୍ଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…

ଓଡ଼ିଶାବାସୀଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ମତଦାନ ହେବ। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଭୋଟ୍ ଗ୍ରହଣ ହେବ। ନିର୍ଦ୍ଧାରଣ ହେବ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ। ୭ ହଜାର ୩୦୩…

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୩ ତାରିଖରେ ଘଟଣା ଘଟିଥିବା ବେଳେ ମେ ୫ ତାରିଖ ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହୋଉଥିଲା ମାମଲା , ମେ ୭…

ଦିଲ୍ଲୀ ବିମାନବନ୍ଦର ଓ ଡାକ୍ତରଖାନାକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଦିଲ୍ଲୀର ସ୍କୁଲରେ ବୋମା ଧମକ ପାଇବା ପରେ କିଛି ଦିନ ପରେ ଏବେ ଦିଲ୍ଲୀ ବିମାନବନ୍ଦରକୁ ମଧ୍ୟ ବୋମା ପକାଇ ଉଡାଇ ଦେବାର ଧମକ ଦିଆଯାଇଛି। ଏହା ସହିତ ଅନେକ ଗୁଡିଏ ଡାକ୍ତରଖାନାକୁ ମଧ୍ୟ ବୋମା ପକାଇ ଉଡାଇ…

ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ନାଚ ନଚାଉଛନ୍ତି ପୂର୍ବତନ ପ୍ରଶାସକ: ଜୟ ପଣ୍ଡା

ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ଆଉ ମୋଦିଙ୍କ କଡ଼ା ସମାଲୋଚନାକୁ କାଉଣ୍ଟର କରି ମୁଖ୍ୟମନ୍ତ୍ରୀ…

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ସୁପ୍ରିମୋ ନବିନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି…

ମେ’ ୧୫ ରେ ଓଡିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ କଗ୍ରେଂସ ନେତା ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗଦେବେ ରାହୁଲ । ଏହା ହେବ ରାହୁଲଙ୍କ ୨ୟ ଓଡିଶା ଗସ୍ତ । ବଲାଙ୍ଗିର କଗ୍ରେଂସ ବିଧାୟକ ପାର୍ଥୀ…

ମେ ୨୦ରେ ପୁରୀରେ ମୋଦିଙ୍କ ରୋଡ ଶୋ

ପୁଣି ମେ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଆସିବେ ମୋଦି। ପୁରୀରେ ବିଶାଳ ରୋଡ୍ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା…