ପୁସ୍ତକ ତ୍ରୁଟିକୁ ନେଇ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ସରକାରୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ଗଣଶିକ୍ଷା ସଚିବଙ୍କ ଚ୍ୟାମ୍ବରରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ଆଜି କ୍ରାଇମବ୍ରାଞ୍ଚରେ FIR ଦେଇପାରନ୍ତି SCERT ନିର୍ଦ୍ଦେଶିକା । ଏଫ୍ଆଇଆର୍ ଦାୟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ପାଠ୍ୟପୁସ୍ତକ ତ୍ରୁଟି ଷଡ଼ଯନ୍ତ୍ରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ଖୋଳତାଡ଼ କରୁଛି । Post navigation Chameli Ojha Protest: ଭୁବନେଶ୍ବର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା फिर लौटा कोरोना, आंध्र में 2 मौतें 4 संक्रमित, ओडिशा में हाई अलर्ट