ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ପିଟର୍ ଆଣ୍ଡ ପଲ୍ ସି-ଫୁଡ୍ ଏକ୍ସପୋର୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ କାରଖାନାରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ହେଲେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର ୨୩ ବର୍ଷୀୟା ମହିଳା ରୋହିଣୀ ଜୁଆଙ୍ଗା। ଗ୍ୟାସ ଲିକ୍ ଘଟଣା ପରଠାରୁ ସେ ଗୁରୁତର ଅସୁସ୍ଥ ଥିଲେ ଏବଂ ଚିକିତ୍ସାଧୀନ ଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି ।

 

Leave a Reply

Your email address will not be published. Required fields are marked *