ଜେଲ ଭିତରେ ଟେନସନ ବଢ଼ାଇଛନ୍ତି ଏଚଆଇଭି ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। ଜେଲରେ ଆଠ ଜଣ କଏଦୀଙ୍କ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଚଆଇଭି ମାମଲା ଚିହ୍ନଟ ହେବା ପରେ, ଜେଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର POCSO କୋର୍ଟ ଏବଂ ଡେପୁଟି କମିଶନର ଅଫ୍ ପୋଲିସ (DCP)ଙ୍କୁ ଚିଠି ଲେଖି ପ୍ରଭାବିତ କଏଦୀମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଏବଂ ଯତ୍ନ ଯୋଗାଇବାକୁ ଅନୁରୋଧ କରିଥିଲେ।

ମହିଳା ପୋଲିସ ଷ୍ଟେସନ ଦ୍ୱାରା କୋର୍ଟରେ ହାଜର ହୋଇଥିବା ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଏଚଆଇଭି ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *

loader