ସିସୋର ଚିଟ୍ଫଣ୍ଡ କେଳେଙ୍କାରୀ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ହାଇକୋର୍ଟରୁ ନିରାଶ । ତାଙ୍କ ବିରୋଧରେ ସିବିଆଇ ଦାୟର କରିଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରଭାତ ବିଶ୍ୱାଳ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଖାରଜ ହୋଇଛି । ୬ ମାସରେ ମାମଲାର ଅନ୍ତ ଘଟାଇବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । Post navigation Low Pressure Forms over Bay of Bengal: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ओडिशा में एल्युमिनियम क्षेत्र का सबसे बड़ा निवेश, ₹1.08 लाख करोड़ की परियोजना को मिली मंजूरी