ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା । ଓଡ଼ିଶାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନୁସାରେ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ନୂତନ ନାମ ଯୋଡ଼ା, ବାଦ୍ ଓ ସଂଶୋଧନ ପାଇଁ ଅଗଷ୍ଟ ୪ ପର୍ଯ୍ୟନ୍ତ ଆବେଦନ କରିପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ନାଗରିକମାନେ ଫର୍ମ-୬ ବ୍ୟବହାର କରି ନୂତନ ନାମ ଅନ୍ତର୍ଭୁକ୍ତ କରିବା, ଫର୍ମ-୭ ମାଧ୍ୟମରେ ନାମ ବାଦ ଦେବା ଏବଂ ଫର୍ମ-୮ ମାଧ୍ୟମରେ ଭୋଟର ବିବରଣୀରେ ସଂଶୋଧନ ପାଇଁ ଆବେଦନ କରିପାରିବେ। Post navigation Chandrika Death Case: ଚନ୍ଦ୍ରିକା ମୃତ୍ୟୁ ମାମଲା: ଅଭିଯୁକ୍ତ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ Union Home Minister Amit Shah’s Odisha visit cancelled