ବହୁ ଚର୍ଚ୍ଚିତ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଗିରଫ ପୁରୁଷ ବନ୍ଧୁ ତଥା ପୂର୍ବତନ ଓଏଏସ୍ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ କଟକର ସ୍ବତନ୍ତ୍ର ଏଡିଜେ କୋର୍ଟ । ପୂର୍ବରୁ ରାଜ୍ୟ ସରକାର ମଧ୍ଯ ଭୀମସେନଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ନୂଆ କରି ନିଯୁକ୍ତି ପାଇଥିବା ଓଡ଼ିଶା ଟ୍ୟାକ୍ସେନ୍ ଆଣ୍ଡ୍ ଆକାଉଣ୍ଟ ସର୍ଭିସ୍ ଓଟିଏସି ଅଧିକାରୀ ଭୀମସେନ ଟୁଡୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ସେବାରୁ ବହିଷ୍କୃତ କରିଥିଲେ । Post navigation CM Mohan Majhi to Visit Delhi: ଆଜି ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ