ସ୍ନାନମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ । ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ଗଜ ବେଶର ଦିବ୍ୟ ରୂପକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଅଗଣିତ ଶ୍ରଦ୍ଧାଳୁ। ଏହି ଦିବ୍ୟ ଅବସର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଭକ୍ତ ଅପାର ଭକ୍ତି ଏବଂ ଆଧ୍ୟାତ୍ମିକ ଉତ୍ସାହ ସହିତ ପୂଜ୍ୟ ଆବିର୍ଭାବକୁ ଦେଖୁଛନ୍ତି। Post navigation Balianta Soumya murder case: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା; ଆଉ ଜଣେ ଅଭିଯୁକ୍ତ ଗିରଫ Amit Shah to Visit Odisha: ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ