ପୁରୀରେ ଆଗାମୀ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛନ୍ତି ଓଡ଼ିଶା ସରକାର । ରଥଯାତ୍ରା ପରିଚାଳନା ପାଇଁ ପୁରୀରେ ୧୩ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ବ । ୧୩ ଓଏଏସଙ୍କୁ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଭାବେ ନିଯୁକ୍ତ କଲେ ସରକାର। ଜୁନ ୨୫ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ପୁରୀରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ । ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ସହଯୋଗ କରିବେ । Post navigation Mahanadi Tribunal’s Hirakud Dam visit costs Rs 1.45 Crore 4 dead, several injured in Kolkata Warehouse Collapse