ଆଇପିଏଲ୍ ବେଟିଂର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ । ଅଭିଯୁକ୍ତ ବ୍ରହ୍ମପୁରର ‘ନମସ୍ତେ’ ହୋଟେଲର ମାଲିକ କୃଷ୍ଣଚନ୍ଦ୍ର ତ୍ରିପାଠୀକୁ ବ୍ରହ୍ମପୁରରୁ ଗିରଫ କରିଛି ପୁରୀ ସାଇବର ଥାନା ପୋଲିସ । ଫିଲ୍ମ ଷ୍ଟାଇଲରେ ନିଜ ନାଆଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହତେଇଥିଲା ବ୍ରହ୍ମପୁରର କ୍ରିଷ୍ଣ ପ୍ରସାଦ ତ୍ରିପାଠୀ।

କ୍ରୀଷ୍ଣ ପ୍ରସାଦ ଜଣେ ହୋଟେଲ୍ ମାଲିକ ହୋଇଥିବା ବେଳେ ସେ ଚଳାଇଥିଲେ ବେଟିଂ ରାକେଟ। ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ସହ ଆକାଉଣ୍ଟରେ ଥିବା ୮ ଲକ୍ଷ ଟଙ୍କାର ଯାଞ୍ଚ କରୁଛି ପୋଲିସ ।

 

Leave a Reply

Your email address will not be published. Required fields are marked *