ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପଦ୍ମଲୋଚନ ନାୟକ।

ରେଡ୍‌ ବେଳେ ଠାବ ହୋଇଛି ୩ଟି ବିଲ୍ଡିଂ ଓ ୧୮ଟି ପ୍ଲଟ୍‌ ଠାବ ସହ ୩.୪୫ ଲକ୍ଷ କ୍ୟାସ୍‌, ୩ଟି ଚାରିଚକିଆ, ୨ ଜେସିବି, ଟ୍ରାକ୍ଟର, ଟ୍ରେଲର, ୨୦ ଲକ୍ଷ ଟଙ୍କା ମୂଲ୍ୟରେ ସୁନା ଗହଣା ଓ ଘରକରଣା ସାମଗ୍ରୀ ।

Leave a Reply

Your email address will not be published. Required fields are marked *