ବିଳମ୍ବିତ ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଣେ ନାବାଳିକା ଝିଅ ସମେତ ତିନି ଜଣ ଯୁବତୀଙ୍କୁ ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ଗୋଟିଏ ଆଶ୍ରମର କିଛି ଏନଜିଓ କର୍ମଚାରୀ ଏହି ଯୁବତୀମାନଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଯୁବତୀମାନଙ୍କୁ ଉଦ୍ଧାର କରି ପଚରାଉଚରା କରୁଛି ପୋଲିସ । Post navigation Pay Hike for Anganwadi Staff: ଅଙ୍ଗନୱାଡି ଦିଦିଙ୍କ ମାନଦେୟ ବୃଦ୍ଧି ପାଇଁ ସାଂସଦ ଡ଼ଃ ସସ୍ମିତ ପାତ୍ରଙ୍କ ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି Big Relief for Khan Sir: କୋଚିଂ ସେଣ୍ଟର ଗୁଳିକାଣ୍ଡ ମାମଲାରେ ଖାନ୍ ସାରଙ୍କୁ ମିଳିଲା ଆଶ୍ବସ୍ତି, ଗିରଫଦାରୀ ଉପରେ ଲାଗିଲା ରୋକ୍