ଜଗତସିଂହପୁରର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍ ରୁମରେ ଲାଗିଛି ସିକ୍ରେଟ କ୍ୟାମେରା। କିନ୍ତୁ ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଜଣାପଡ଼ି ନାହିଁ । ଏନେଇ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି । ଏହା ପରେ ପୋଲିସ କ୍ୟାମେରାଟିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। Post navigation Strict Warning Against Leaking VVIP Itinerary: ଭିଭିଆଇପି ଗସ୍ତ ସୂଚନା ଲିକ୍ ବିରୋଧରେ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ Villagers Tie Up Power Workers in Deogarh: ୪ ଦିନ ବିଦ୍ୟୁତ ନଥିବାରୁ ଶକ୍ତି ବିଭାଗର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ