ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍ପି । ଓଡ଼ିଶା ସରକାର ସୋମବାର ଦୁଇ ଜଣ ଏସ୍ପିଙ୍କ ପୋଷ୍ଟିଂରେ ପରିବର୍ତ୍ତନ କରିଛନ୍ତି ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ପରମାର ସ୍ମିତ ପୁରୁଷୋତ୍ତମଦାସ ହେଲେ ଖୋର୍ଦ୍ଧା ଏସ୍ପି । ସେହିପରି, ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଖୋର୍ଦ୍ଧା ବଦଳରେ ନୟାଗଡ଼ରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି । Post navigation Supreme Court raps NTA over NEET Paper Leak, says ‘Didn’t learn from past Incidents’ Home Minister Amit Shah to visit Border areas, Review Security at BSF Posts