ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଫାଟିଲା ପେଟ୍ରୋଲ ପାଇପ।ପାରାଦୀପ ବନ୍ଦରରେ IOCL ପାଇପ ଲାଇନରୁ ପେଟ୍ରୋଲ ଲିକ୍ ହୋଇଛି । ଯାହା ଫଳରେ ପେଟ୍ରୋଲର ବିପୁଳ ପରିମାଣରେ ଢଳାଗଲା। ଜାହାଜରୁ ଟର୍ମିନାଲକୁ ଯାଇଥିବା ପାଇପ୍ ଲାଇନରେ ଛିଦ୍ର ଥିବା ଜଣାପଡ଼ିଛି । IOCL ଟେକ୍ନିକାଲ ଟିମ, CISF ଫାୟାର ୱିଙ୍ଗ ପକ୍ଷରୁ ମରାମତି ଜାରି ରଖିଛନ୍ତି । ଅତ୍ୟଧିକ ଚାପ ଯୋଗୁଁ ଏହି ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । Post navigation FM College Student Self-Immolation Case: Former Principal walks out of Jail after 10 Months Ebola Alert issued at Bhubaneswar Airport