ତାଜା ଖବର ରାଜ୍ୟ Petrol Pipeline Bursts At Paradip: ପାରାଦୀପ ବନ୍ଦରରେ IOCL ପାଇପ ଲାଇନରୁ ପେଟ୍ରୋଲ ଲିକ୍ May 22, 2026 Papirani ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଫାଟିଲା ପେଟ୍ରୋଲ ପାଇପ।ପାରାଦୀପ ବନ୍ଦରରେ IOCL ପାଇପ ଲାଇନରୁ ପେଟ୍ରୋଲ ଲିକ୍ ହୋଇଛି । ଯାହା ଫଳରେ ପେଟ୍ରୋଲର ବିପୁଳ ପରିମାଣରେ ଢଳାଗଲା। ଜାହାଜରୁ ଟର୍ମିନାଲକୁ ଯାଇଥିବା ପାଇପ୍ ଲାଇନରେ ଛିଦ୍ର ଥିବା ଜଣାପଡ଼ିଛି । IOCL…