ବହୁ ଚର୍ଚ୍ଚିତ ତ୍ୱିଷା ଶର୍ମା ମୃତ୍ୟୁ ମାମଲାର ତଦନ୍ତ କରିବା ସିବିଆଇ। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଶୁକ୍ରବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ, ରାଜ୍ୟ ଗୃହ ବିଭାଗ କହିଛି ଯେ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ରକୁ ଯୋଗାଯୋଗ ପଠାଯାଇଛି। Post navigation Egg Attack on Athagarh MLA’s Car: ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡ଼ିକୁ ଅଣ୍ଡାମାଡ଼ Paradip IFFCO Plant Shutdown: ଇଫକୋରେ ସାର ଉତ୍ପାଦନ ବାଧାପ୍ରାପ୍ତ; ଚାଷୀଙ୍କୁ ମିଳିବନି ସାର !