ତାମିଲନାଡୁ କ୍ୟାବିନେଟକୁ ଫେରିଲା କଂଗ୍ରେସ । ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଲା କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କଲେ ମୁଖ୍ୟମନ୍ତ୍ରୀ ବିଜୟ । ଶପଥ ଗ୍ରହଣ କରିବାର ଦୁଇ ସପ୍ତାହ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର କରିଛନ୍ତି । ଯେଉଁଥିରେ ଟିଭିକେର ୨୧, କଂଗ୍ରେସର ୨ଜଣଙ୍କୁ ସ୍ଥାନ ମିଳିଲା । ଏହା ସହ କ୍ୟାବିନେଟ୍ରେ ଅନ୍ୟାନ୍ୟ ସହଯୋଗୀ ଦଳକୁ ୧୦ଟି ଆସନ ମିଳିଛି । Post navigation Berhampur Assault Case: ବ୍ରହ୍ମପୁରରେ ଆକ୍ରମଣ ଘଟଣା; ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କଲା ପୋଲିସ